ଯେଉଁ ମହିଳା ମାନେ ତକିଆ ତଳେ ଏହି ସବୁ ଜିନିଷ ରଖି ଶୋଇଥାନ୍ତି ,ସେମାନଙ୍କୁ କେବେବି କୈଣସି ଧନ ସମ୍ଭନ୍ଧୀୟ ଅସୁବିଧା ରୁହେ ନାହିଁ … 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି କିଛି ଜିନିଷ ବିଷୟରେ ଯାହାକୁ ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ରାତି ରେ ତକିଆ ତଳେ ରଖି କରି ଶୁଅନ୍ତି ସେମାନଙ୍କ ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ହୋଇଯାଇଥାଏ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ମହିଳା ମାନେ ଘର ର ଲକ୍ଷ୍ମୀ ହୋଇଥାନ୍ତି । ସେମାନଙ୍କ ସମସ୍ତ କାର୍ଯ୍ୟ ଘର ର ଆର୍ଥିକ ମାନସିକ ଉର୍ଜା ଉପରେ ପଡିଥାଏ । ଯଦି ଘରେ ନକରାତ୍ମକ ଶକ୍ତି ର ପ୍ରଭାବ ଅଧିକ ଜଣା ପଡୁଥାଏ ଏବଂ ସମସ୍ତ କାର୍ଯ୍ୟ ରେ ବିଫଳତା ମିଳୁଥାଏ । 

 

ତେବେ ସର୍ବପ୍ରଥମେ ଯଦି ମହିଳା ମାନେ ଶୋଇବା ପୂର୍ବରୁ ତକିଆ ତଳେ ତୁଳସୀ ପଟ୍ର ରଖି କରି ଶୁଅନ୍ତି ସେମାନଙ୍କ ଘରେ ସକରାତ୍ମକ ଉର୍ଜା ର ସଞ୍ଚାର ହୋଇଥାଏ । ସେହିଭଳି ଯଦି ଘରେ ସବୁବେଳେ ଧନ ର ଅଭାବ ରହୁଥାଏ କରଜ ରେ ବୁଡି ରହିଥାନ୍ତି ତେବେ ଆପଣ ଶୋଇବା ପୂର୍ବରୁ ମୟୁର ପଙ୍ଖ କୁ ତକିଆ ତଳେ ରଖି ଶୁଅନ୍ତୁ ଦେଖିବେ ଧୀରେ ଧୀରେ ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧା ରୁ ଆପଣଙ୍କୁ ମୁକ୍ତି ମିଳିବ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *