ଏହି ବ୍ୟକ୍ତି ମାନଙ୍କୁ ଏତେ  ସହଜରେ କରୋନା ହୋଇ ନଥାଏ … 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କେଉଁ ବ୍ୟକ୍ତି ମାନଙ୍କୁ ସହଜରେ କରୋନା ହୋଇ ନଥାଏ ସେହି ବ୍ୟକ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛି ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଦେଶ ରେ କରୋନା ମହାମାରୀ ର ଦୁତୀୟ ଲହର ଆରମ୍ଭ ହୋଇ ସାରିଲାଣି । ବୈଜ୍ଞାନିକ ଙ୍କ ମତ ଅନୁସାରେ ଏହି ଦୁତୀୟ ଲହର ଟି ଅତ୍ୟନ୍ତ ତୀବ୍ର ବେଗ ରେ ମାଡି ବାରେ ଲାଗିଛି । ତେବେ ଯାହା ଫଳରେ ଏହି ୪ ମାସ ମଧ୍ୟରେ କରୋନା ର ଏହି ଦୁତୀୟ ଲହର ୨ ଲକ୍ଷ ରୁ ଅଧିକ ଲୋକ ଙ୍କୁ ଆକ୍ରାନ୍ତ କରି ସାରିଲାଣି । 

 

ତେବେ ବର୍ତ୍ତମାନ ବୈଜ୍ଞାନିକ ମାନେ ଆଉ ଏକ ମନ୍ତବ୍ୟ ଦେଇଛନ୍ତି, ତେବେ ସେମାନଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ସବୁଦିନ ନିଜ ଶରୀର ପାଇଁ ୧ ଘଣ୍ଟା ଯିମ କିମ୍ବା ଦଉଡା ଦଉଡି କରିଛନ୍ତି ସେମାନଙ୍କୁ ଏତେ ଶୀଘ୍ର କରୋନା ହୁଏ ନାହିଁ । ଏହା ଛଡା ଯେଉଁ ମାନେ ଅତ୍ୟନ୍ତ ଅଳସୁଆ ସେମାନଙ୍କୁ କରୋନା ହେବାର ସମ୍ଭାବନା ଟି ଅଧିକ ଥାଏ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *