ଭବିଷ୍ୟନିଧି ଯୋଜନା – ୨୦୨୧ । ପ୍ରତି ମାସ ରେ ୨୧୦ ଟଙ୍କା ଜମା କଲେ ମାସ ଶେଷ ରେ ମୋଦି ଦେବେ ୫୦୦୦ ଟଙ୍କା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ଏକ ନୂତନ ସ୍କିମ ସମ୍ପର୍କରେ କହିବାକୁ ଯାଉଛି ଯେଉଁଥିରେ ଆପଣଙ୍କୁ ୨୧୦ ଟଙ୍କା ଦେଇ ଆପଣ ମାସ ଶେଷ ରେ ୫୦୦୦ ଟଙ୍କା ପାଇଁ ପାରିବେ ।

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଯଦି ଆପଣଙ୍କୁ ୧୮ ବର୍ଷ ହୋଇଛି କିନ୍ତୁ ଆପଣ କୌଣସି ଭବିଷ୍ୟନିଧି ଯୋଜନା କରି ନାହାନ୍ତି ତେବେ ଆପଣ ଏହି ସ୍କିମ ର ଲାଭ ଉଠାଇ ପାରିବେ । ତେବେ ଏହି ଯୋଜନା ରେ ଆପଣ ୬୦ ବର୍ଷ ପରେ ମାସକୁ ୫୦୦୦ ଟଙ୍କା ଲେଖାଏଁ ପାଇଁ ପାରିବେ । 

 

ତେବେ ଆପଣଙ୍କୁ ପ୍ରଥମେ ଏହି ଅଟଳ ପେନସନ ଯୋଜନା ରେ ଏକ ଖାତା ଖୋଲି ଭବିଷ୍ୟନିଧି ଯୋଜନା ରେ ସ୍କିମ ଜରିଆରେ ଆପଣ ପ୍ରତି ମାସକୁ ମାତ୍ର ୨୧୦ ଟଙ୍କା ଜମା କରିବେ । ତେବେ ଆପଣ ବୟସ ଯେତେବେଳେ ୬୦ ବର୍ଷ ହୋଇଯିବ ତେବେ ଆପଣ ପ୍ରତି ମାସକୁ ୫୦୦୦ ଟଙ୍କା ଲେଖାଏଁ ପାଇ ପାରିବେ । ତେବେ ଏହା ଆପଣଙ୍କୁ ଯେପର୍ଯ୍ୟନ୍ତ ୫୦ ବର୍ଷ ବୟସ ହୋଇଛି ସେ ପର୍ଯ୍ୟନ୍ତ ଆପଣ ୨୧୦ ଲେଖାଏଁ ଜମା କରିବାକୁ ପଡିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *