ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଧନ ପ୍ରାପ୍ତି ପୂର୍ବରୁ ମିଳିଥାଏ ଏହି ୮ ଟି ସଙ୍କେତ । ଜାଣିଲେ ଆଶ୍ଚଯ୍ୟ ହୋଇଯିବେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଭଗବାନ ଶ୍ରୀକୃଷ୍ଣ ଙ୍କ କହିବା ଅନୁସାରେ ଧନ ପ୍ରାପ୍ତି ହେବା ପୂର୍ବରୁ ମିଳିଥାଏ ୮ ଟି ସଂକେତ ସେଇ ବିଷୟରେ କହିବାକୁ ଯାଉଛି । ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଭଲ ସମୟ ଆସିଲେ ଯେଭଳି ପ୍ରକୃତି ଆପଣଙ୍କ ସହ ରହିବ । ସେହିଭଳି ଆପଣ ଙ୍କୁ ବି ପ୍ରକୃତି ଆଡୁ ସମସ୍ତ ସାହାଯ୍ୟ ସହଯୋଗ ମଧ୍ୟ ମିଳିବ ଯାହାକୁ ମହାନ ଜ୍ଞାନୀ ଭଗବାନ ଶ୍ରୀକୃଷ୍ଣ କହିଥିଲେ । ତେବେ ଆପଣଙ୍କୁ ପ୍ରକୃତି ର କିଛି ଏଭଳି ତଥ୍ୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ମାନେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଜାଣି ପାରିବେ । 

 

(୧) ଯଦି ଆପଣଙ୍କ ଘର ଆଗକୁ ସବୁବେଳେ କୌଣସି ଗାଈ ଗୋରୁ ଖାଇବାକୁ ଆସୁଛି କିମ୍ବା ବିଲେଇ ଘରେ ଛୁଆ କଲେ ,ଜାଣିବେ ଯେ ଆଗକୁ ଆପଣ କୌଣସି ପଦବୀ ରେ ଉପନୀତ ହେବାକୁ ଯାଉଛି ।

(୨) ଯଦି ଆପଣଙ୍କ ଘର କୁ କୌଣସି ଅଜଣା ଛୋଟ ଛୁଆ ଚାଲି ଆସି ଆପଣଙ୍କୁ କିଛି ଖାଇବାକୁ କିମ୍ବା କଣ ମାଗୁଛି ।ତେବେ ଆପଣଙ୍କ ଜୀବନରେ ଖୁସି ଖବର କିଛି ଆସୁଛି ।

 

(୩) କୌଣସି କାର୍ଯ୍ୟ ରେ ବାହାରିଲା ବେଳେ ଗାଈ ଖାଦ୍ୟ ଖାଉଥିବାର ଦେଖିବା ଅର୍ଥ ସେହି କାର୍ଯ୍ୟ ଟି ନିଶ୍ଚିତ ସମ୍ପୂର୍ଣ ହେବ ।

(୪)କୌଣସି ବିନା କାରଣ ବସତହ କ୍ଷୀର ,କିମ୍ବା ମିଷ୍ଠାନ ମିଳବା ଭାଗ୍ୟ ଖୋଲିବାର ସଂକେତ ଦେଇଥାଏ ।

 

(୫)ମନ ପସନ୍ଦ ର ଅତିଥି ବିନା କାରଣ ରେ ଆସିବା ଶୁଭ ସାଙ୍କେତ ଅଟେ ।

(୬) ଘରେ ସବୁବେଳେ ମନ ପ୍ରଫୁଲିତ ରହିବା ଭଗବାନ ଚିନ୍ତନ କରିବା ,ଆପଣଙ୍କୁ ସବୁବେଳେ ଖୁସି ରହିବା ଆପଣଙ୍କ ଶୁଭ ସଙ୍କେତ ହେବାର ପୂର୍ବ ସୂଚନା ଅଟେ ।

 

(୭)କୌଣସି କାରଣରୁ ଆପଣଙ୍କ ନିଦ ବ୍ରହ୍ମ ମହୁର୍ତ୍ତ ରୁ ଭାଙ୍ଗି ଯାଉଛି ତେବେ ଆପଣ ଜାଣିବେ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

(୮) ଯଦି ଆପଣଙ୍କ ଅସୁବିଧା କମିବାକୁ ଲାଗୁଚି କିମ୍ବା ନୂଆ ନୂଆ ଧନ ଅର୍ଜନ ର ସ୍ରୋତ ଖୋଲିବାକୁ ଲାଗୁଚି ତେବେ ଆପଣ ଜାଣିବେ ଯେ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *