ଦୋଳ ପୂର୍ଣ୍ଣିମା ବା ହୋଲି କରନ୍ତୁ ଏହି କାର୍ଯ୍ୟ ହୋଇଯିବେ ଧନୀ । କାଙ୍ଗାଳ ହେବ ଧନୀ ଦୁଃଖ ହେବ ଦୂର …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି କାର୍ଯ୍ୟ ବିଷୟରେ ଯାହାକୁ  ଜଣେ ଲୋକ ଆସୁଥିବା ଦୋଳ ପୂର୍ଣ୍ଣିମା ଦିନ କରି ଧନ ପ୍ରାପ୍ତି କରିପାରିବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଦୋଳ ପୂର୍ଣ୍ଣିମା ବା ହୋଲି ଏହା ବର୍ତ୍ତମାନ ସାରା ଭାରତ ରେ ବୋହୁ ଧୁମ ଧାମ ରେ ପାଳନ କରାଯାଏ। ତେବେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ରାଧା ଙ୍କୁ ଏକ ଦୋଳି ବା ଝୁଲଣ ରେ ବସାଇ ତାଙ୍କୁ ସଜାଇ ଗ୍ରାମ ପରିଭ୍ରମଣ କରାଯାଇଥାଏ  ।ଏହି ଦିନ ଗୋପାଳ ପିଲା ବା ଶ୍ରୀକୃଷ୍ଣ ରଙ୍ଗ ଖେଳିଥାନ୍ତି । ତେବେ ଏହି ଦିନ ଏକ ପବିତ୍ର ଦିନ ଅଟେ । 

 

ଯଦି ଆପଣ ଏହି ଦିନ ଏକ ମା ଲକ୍ଷ୍ମୀ ଙ୍କ ଫୋଟୋ ଆଣି ଏହାକୁ ପବିତ୍ର କରି ଘରେ ଠାକୂର ରହୁଥିବା ସ୍ଥାନରେ ରଖି ବା ପରେ ୯ ଟି ସଳିତା କୁ ଗୋମୂତ୍ର ରେ ବୁଡାଇ ଏହାକୁ ଶୁଖାଇ ୯ ଟି ଦୀପ କୁ ନେଇ ମା ଲକ୍ଷ୍ମୀ ଙ୍କ ପାଖରେ ସନ୍ଧ୍ୟାବେଳେ ଜଳାଇବେ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଘରେ ମାତା ଲକ୍ଷ୍ମୀ ଙ୍କ ବସବାସ ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *