ଘରେ ରଖନ୍ତୁ ନାହିଁ ଏହି ୫ ଟି ଜିନିଷ । ନଚେତ ସୁଖ ମିଳିବ ନାହିଁ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  କିଭଳି ଆପଣ ଯଦି ଏହି ଜିନିଷ ଘରେ ରଖିଛନ୍ତି ତେବେ କେଉଁ ଜିନିଷ ସବୁ ଘରେ ରଖିଲେ ଆପଣଙ୍କ ର ସୁଖ ଶାନ୍ତି ସବୁ ହଜିଯିବ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆସନ୍ତୁ ଜାଣିବା ତେବେ ପ୍ରଥମ ହେଉଛି 

ଭଙ୍ଗା ଘଡି- ତେବେ ଭଙ୍ଗା ଘଡି ଆପଣଙ୍କ ଉପରେ ଏକ ନେଗେଟିଭ ପ୍ରଭାବ ପକାଇଥାଏ ଯାହା ଆପଣଙ୍କ ସମସ୍ତ କାର୍ଯ୍ୟ କୁ ଅସଫଳ କରି ଦେଇଥାଏ ।

ମଇଳା ଜୋତା- ତେବେ ଯଦି ମଇଳା ଜୋତା ଘରେ  ଥାଏ ତେବେ ଏହା ଆପଣଙ୍କ ସମସ୍ତ କାର୍ଯ୍ୟ ରେ ବାଧା ସୃଷ୍ଟି କରିଥାଏ ।

 

ଫଟା କପଡା- ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହା ଆପଣଙ୍କ ଜୀବନକୁ ତଥା ଧନ ର ଅଭାବ ଦେଖା ଦେଇଥାଏ ।

ପୁରୁଣା କିମ୍ବା ଭଙ୍ଗା ଠାକୁର ମୂର୍ତ୍ତି- ତେବେ ଏହା ଘରେ ନେଗେଟିଭ ଶକ୍ତି ପ୍ରବାହ କରିଥାଏ ।

ଭଙ୍ଗା କାଚ- ଏହା ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *