ଜାଣନ୍ତୁ ମାଳିକା ଵଚନ ୨୦୨୧-୨୦୨୪ ମଧ୍ୟରେ ହେବ ଏହି ସବୁ ଘଟଣା । ଜାଣିଲେ ଶରୀର ର ରୁମ ଟାଙ୍କୁରି ଉଠିବ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମାଳିକା ବର୍ଣ୍ଣିତ ୨୦୨୧-୨୦୨୪ ମଧ୍ୟରେ ହେବାକୁ ଯାଉଥିବା ଘଟଣା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

ତେବେ ଆପଣ ମାନେ ତ ଭଲ ଭାବେ ମାଳିକା ଵଚନ ବିଷୟରେ ଜାଣିଥିବେ । ଯାହାକୁ ଭଗବାନ ଅଚ୍ୟୁତ ନିଜ ଲେଖନୀ ମୁନ ରେ ଲେଖିଦେଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ଆଗାମୀ ୨୦୨୧-୨୦୨୪ ମଧ୍ୟରେ ଭବିଷ୍ୟତ ରେ କଣ ସବୁ ହେବାକୁ ଯାଉଛି । ତେବେ ଅଚ୍ୟୁତ କହିଛନ୍ତି  ୨୦୨୧ ରୁ ୨୦୨୪ ମଧ୍ୟରେ ଏକ ବଡ଼ ମହାମାରୀ ଭଳି ରୋଗ ଆସିବ । ଯାହା ଯକୃତ କୁ ଆକ୍ରାନ୍ତ କରିବ । ସାରା ବିଶ୍ୱ ହୋଇବ ସ୍ତବ୍ଧ । 

ସବୁଆଡେ ହା ହା କାର ପଡିବ । ଏହାର ଉତ୍ପତି ସ୍ଥଳ ଚୀନ ହେବ । ଯାହା କରୋନା ଠାରୁ ବି ଭୟଙ୍କର ହେବ । ସମସ୍ତ ପଶୁ ପକ୍ଷୀ ମାନଙ୍କ ମଡକ ପଡିବ । ମାନେ କାଉ ,କୋଇଲି ଭଳି ସବୁ ସ୍ଥାନ ରେ ଦେଖାଯାଉଥିବା ପଶୁ ପକ୍ଷୀ ମାନଙ୍କ ମଡକ ପଡିବ।  ୨୦୨୧ ରେ ଯେ କୌଣସି ଏକ ସାଗର ରେ ଉଲକା ଖସିବ। ଆଦି ଆହୁରି ଅନେକ କଥା ଅଚ୍ୟୁତ ନିଜ ମାଳିକା ଶାସ୍ତ୍ର ରେ ବର୍ଣ୍ଣନା କରି ଯାଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *