ପ୍ରତିଦିନ ସକାଳୁ ଉଠି ଏହି ଦୁଇଟି ମନ୍ତ୍ର ଜପ କରିଦିଅନ୍ତୁ । ଦେଖିବେ ସବୁଦିନ ପାଇଁ ଦରିଦ୍ରତା ଦୂର ହୋଇଯିବ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି ଦୁଇଟି ମନ୍ତ୍ର ବିଷୟରେ ଯାହାକୁ ପ୍ରତିଦିନ ସକାଳୁ ଉଠି  ଜପ କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ  । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଜାଣିଥିବେ ଭଂ6 ଶିବ ହେଉଛନ୍ତି ଅଳ୍ପ ରେ ସନ୍ତୋଷ ହୁଅନ୍ତି । ସେଥିପାଇଁ ତାଙ୍କର  ନାଁ ହେଉଛି ଆଶୁତୋଷ । ତେବେ ଆଶୁତୋଷ ଶିବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ଅଛି । ତେବେ ସେଗୁଡିକ ହେଲା ଜପ ,ତପ କିମ୍ବା ଗରିବ ଙ୍କୁ ଦାନ ଆଦି କରିବା ଦ୍ୱାରା ଶିବ ସନ୍ତୁଷ୍ଟ ହୋଇଥାନ୍ତି । ତେବେ ସେଥି ମଧ୍ୟରୁ ଗୋଟିଏ ସହଜ ଏବଂ ସରଳ ଉପାୟ ହେଲା ଜପ । 

 

ତେବେ ଆପଣ ଯଦି ପ୍ରତ୍ୟକ ଦିନ ସକାଳୁ ଉଠି  ଧ୍ୟାନ ରେ ବସି ୨୭ ଥର ‘ଓଁ’ କିମ୍ବା ‘ଓଁ ନମଃ ଶିବାୟ’ ମନ୍ତ୍ର କୁ ଜପ କରନ୍ତି ତେବେ ଆପଣଙ୍କ ଭାଗ୍ୟ ଖୋଲିଯାଇ ଥାଏ । ପ୍ରତ୍ୟକ ଦିନ ଏହା କରିବା ଦ୍ୱାରା ଆପଣ ଲକ୍ଷ କରିବେ ଆପଣଙ୍କ ଶରୀର ରେ ଏକ ନୂତନ ପିଜିତିଭ ଉର୍ଜା ର ସଂଚାର ହେଉଛି ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *