ଧନ ବର୍ଷା କରୁଥିବା ଫୁଲ । ଜାଣନ୍ତୁ ଦେବ ଦେବ ମହାଦେବ ଙ୍କ ଅତିପ୍ରିୟ ଫୁଲ ର ମାହାତ୍ମ୍ୟ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଧନ ବର୍ଷା କରୁଥିବା ଏକ ଫୁଲ ସମ୍ପର୍କରେ ଯାହା କୁ ଦେବ ଦେବ ମହାଦେବ ଅଧିକ ପସନ୍ଦ କରନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ଫୁଲ କୁ ଆପଣ ମାନେ ଯାଣିଥିବେ ଏହି ଫୁଲ ର ନାମ ହେଉଛି ନାଗଚମ୍ପା । ତେବେ ଏହି ଫୁଲ ଦେବ ଦେବ ମହାଦେବ, ମାତା ପାର୍ବତୀ ଙ୍କ ଅତି ପ୍ରିୟ ଫୁଲ ଅଟେ । ଯାହାକୁ ସବୁବେଳେ ମାତା ପାର୍ବତୀ ପାଖରେ ରଖିବାକୁ ପସନ୍ଦ କରନ୍ତି । ତେବେ ଏହି ଫୁଲ ର ବୋହୁ ମହାତ୍ମ୍ୟ ରହିଛି । ଆସନ୍ତୁ ଜାଣିବା ସେ ସମସ୍ତ ମାହାତ୍ମ୍ୟ ବିଷୟରେ ।

 

(୧) ଯଦି ଘରେ କୌଣସି ନେଗେଟିଭ ଶକ୍ତି କିମ୍ବା ଭୂତ ପ୍ରେତ ର ଭୟ ରହୁଛି ତେବେ ରାତିରେ ଏହି ଫୁଲ ଆଣି ଘର ଦୁଆର ମୁହଁରେ ଟାଙ୍ଗୀ ଦିଅନ୍ତୁ ଏବଂ ସକାଳୁ ଏହି ଫୁଲ କୁ ନେଇ ନଈ କିମ୍ବା ବୋହୁଥିବା ପାଣି ରେ ଭସାଇ ଦିଅନ୍ତୁ ।ଦ ଦେଖିବେ ଧୀରେ ଧୀରେ ସମସ୍ତ ନେଗେଟିଭ ଉର୍ଜା ଦୂର ହୋଇଯିବ ।

 

(୨)ଯଦି ଘରେ ଧନ ର ଅଭାବ ଦେଖା ଦେଉଛି ତେବେ ବ୍ରମଃ ମହୁର୍ତ୍ତ ରୁ ଏହି ଫୁଲ କୁ ତୋଳି କରି ଆଣି ଭଗବାନ ଶିବ ଙ୍କ ମୁଣ୍ଡରେ ଲଗାଇ କରି ନିଜର ଟଙ୍କା ରଖୁଥିବା ସ୍ଥାନ ରେ ଗୋଟେ ଦିନ ରଖି ପରଦିନ ବୋହୁଥିବା ଜଳ ରେ ଭସାଇ ଦିଅନ୍ତୁ ଦେଖିବେ ଧନ ର ଅଭାବ ରହିବ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *