ତୁଳସୀ ଗଛ ନିକଟରେ ଲଗାଇ ଦିଅନ୍ତୁ ଏହି ଚମତ୍କାରି ଗଛ ଘରେ ଧନ ର ବର୍ଷା ହେବ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ତୁଳସୀ ଗଛ ନିକଟରେ ଏଭଳି ଏକ ଗଛ ଲଗାଇ ବା ଦ୍ୱାରା ଆପଣଙ୍କ ଘର ସୁଖ ଶାନ୍ତି ଧନ ଧାନ୍ୟ ରେ ପୂର୍ଣ୍ଣ ହୋଇଯିବ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଏହାକୁ ନ ମାନିଲେ ହେଉଥିବା ପରିଣାମ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ତୁଳସୀ ଗଛ ର ମାହାତ୍ମ୍ୟ ସମ୍ପର୍କରେ ଅଳ୍ପ ବହୁତ ଜାଣିଥିବେ । ତେବେ ସେ କିଭଳି ଘର ର ସବୁ ନକରାତ୍ମକ ଶକ୍ତି କୁ ନିଜ ଆଡକୁ ନେଇ ଆସେ ଏବଂ ଘରେ ସକରାତ୍ମକ ଶକ୍ତି ର ସଂଚାର କରାଇଥାଏ । ତେବେ କଣ ଆପଣ ଜାଣନ୍ତି ତୁଳସୀ ଗଛ ଚତୁର୍ପାର୍ଶ୍ଵ ରେ ଉଠୁଥିବା ଛୋଟ ତୁଳସୀ ଗଛ କେତେ ପବିତ୍ର । ହଁ ଆଜ୍ଞା ଏହି ଛୋଟ ତୁଳସି ଗଛରୁ ଆପଣ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରି ପାରିବେ ।

 

ତେବେ ଆପଣ ଏହି ଛୋଟ ଗଛ କୁ ସର୍ଵ ପ୍ରଥମେ ଆଣି ଆପଣଙ୍କ ପଇସା ରଖୁଥିବା ସ୍ଥାନ ରେ ରଖନ୍ତୁ । ଏହା ପରେ ଏହି ଛୋଟ ଗଛକୁ ପ୍ରତିଦିନ ପୂଜା କରନ୍ତୁ । ଗଛ ଟି ଶୁଖିଗଲା ପରେ ଆଉ ଏକ ଗଛ ଆଣି ସେହି ସ୍ଥାନରେ ଲଗାନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ହୋଇଯିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *