ରାଜ୍ୟ ବାସୀ ମାନଙ୍କ ପାଇଁ ଭିଡ଼ିଓ ଜାରି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତିକି ରୁ ଓଡ଼ିଶାରେ ପୁଣି ହେବାକୁ ଯାଉଅଛି ଲକଡାଉନ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀ ଙ୍କ ନିମନ୍ତେ ଜାରି କରିଥିବା ଏକ ଭିଡ଼ିଓ ବାର୍ତା ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ନବୀନ ପଟ୍ଟନାୟକ ଜାରି କରିଥିବା ଭିଡ଼ିଓ ବାର୍ତା ରେ କହିଛନ୍ତି କି “ଓଡିଶା ବାସୀ ବର୍ତ୍ତମାନ ସମୟରେ କରୋନା ର ବିପଦ ଏ ପର୍ଯ୍ୟନ୍ତ ଟଳି ନାହିଁ , ବର୍ତ୍ତମାନ ବି ଏହାର ବିପଦ ଓଡିଶା ବାସୀ ଙ୍କ ସହିତ ଘୁରି ବୁଲୁଛି । ତେବେ ଓଡିଶା ବାସୀ ବର୍ତ୍ତମାନ ସମୟରେ କରୋନା କୁ ଯେଉଁ ଭଳି ଭାବେ ଲଢ଼ି ଆଗୁଆ ଲକଡାଉନ ସଟଡାଉନ ଭଳି ବିଭିନ୍ନ ପଦକ୍ଷେପ ନେଇ WHO ଦ୍ୱାରା ପ୍ରସଂସିତ ହୋଇଛି । 

 

ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ପ୍ରତିଦିନ ୧୦୦ ତଳେ କରୋନା ପିଜିତିଭ ବାହାରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ କରୋନା ସମ୍ପୂର୍ଣ୍ଣ ଭାବେ ଯାଇନାହିଁ । ସେଥିପାଇଁ ମାସ ପିନ୍ଧନ୍ତୁ , ସାମାଜିକ ଦୂରତା ଅବଲମ୍ବନ କରନ୍ତୁ ବିନା କାରଣରେ ବାହାରକୁ ଯାଆନ୍ତୁ ନାହିଁ ।” ଏହି ବାର୍ତା ଦେଇ ନବୀନ ପଟ୍ଟନାୟକ ଓଡିଶା ବାସୀ ଙ୍କୁ ସତର୍କ କରାଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *