ଗରୁଡ଼ ପୁରାଣ ରେ ଶ୍ରୀକୃଷ୍ଣ କହିଛନ୍ତି ଏହି ଦିନ ସ୍ନାନ ନକରିଲେ କଣ ସବୁ ଦଣ୍ଡ ମିଳିଥାଏ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଶ୍ରୀକୃଷ୍ଣ ଗରୁଡ଼ ପୁରାଣ ରେ ସ୍ନାନ ସମ୍ପର୍କରେ କହିଥିବା କିଛି ମହତ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଶ୍ରୀକୃଷ୍ଣ ଙ୍କ ର ଵାଣୀ ବିଷୟରେ ଆପଣ ମାନେ ଜାଣିଥିବେ । ତେବେ ଶ୍ରୀକୃଷ୍ଣ ଏକ ବାର ଗରୁଡ଼ ପୁରାଣ ରେ ସ୍ନାନ ସମ୍ପର୍କରେ କିଛି ମତ ଦେଇଛନ୍ତି । ତେବେ ମଣିଷ ରାତିରେ ଶୋଇବା ପରେ ସେ ଅଶ୍ଵଚ ହୋଇ ଯାଇଥାଏ । ସେଥିପାଇଁ ସକାଳୁ ସମସ୍ତଙ୍କୁ ବ୍ରମଃ ମୁହୂର୍ତ୍ତ ରୁ ସ୍ନାନ କରିବା ନିତ୍ୟାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କିଛି ସ୍ନାନ ସମ୍ପର୍କରେ । 

 

ରୋଗୀ ସ୍ନାନ- ଏବି ସ୍ନାନ ରେ ରୋଗ ରେ ପଡିଥିବା ବ୍ୟକ୍ତି ମାନଙ୍କୁ ଏକ ଓଦା କପଡା ରେ ପୋଛି ଦିଆଯାଏ । 

ଦିବ୍ୟ ସ୍ନାନ- ଏହି ସ୍ନାନ ରେ ବ୍ରହ୍ମ ମୁହୂର୍ତ୍ତ ରୁ ଉଠି ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରି ସ୍ନାନ କରାଯାଇଥାଏ ।

ବାହ୍ୟବ ସ୍ନାନ- ଏହି ସ୍ନାନ ରେ ଗୋ ମୂତ୍ର ଶରୀର ରେ ଛିଛନ୍ନ କରି ସ୍ନାନ କରାଯାଏ ।

ତେବେ ସ୍ନାନ କରିବା ପରେ ଯିଏ ପିତୃ ପୁରୁଷ ଙ୍କ ନିମନ୍ତେ ସୂର୍ଯ୍ୟ ଦେବତା ଙ୍କୁ ଜଳ ଦାନ କରିଥାଏ ତେବେ ସେହି ଲୋକ ର ସଦା ସର୍ବଦା ମଙ୍ଗଳ ହୋଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *