କ୍ଷୀର ରେ ମିଶାଇ ପିଅନ୍ତୁ ଏହି ଜିନିଷ ରାତିସାରା ଶରୀର ରେ ଘଟିବ ଚମତକାରୀ ପରିବର୍ତ୍ତନ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ କ୍ଷୀର ଏହାଙ୍କ ଘରୋଇ ଉପଚାର ଅବଲମ୍ବନ କରି ସହଜରେ ପତଳା ରୁ ମୋଟା ହୋଇପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ଲୋକ ମୋଟା ରୁ ପତଳା ହେଵାକୁ ଚାହୁଁଥିବା ବେଳେ କିଛି ଲୋକ ପତଳା ରୁ ମୋଟା ହେବାକୁ ଚାହୁଁଛନ୍ତି । ତେବେ ସେହି ଲୋକ ମାନଙ୍କ ପାଇଁ ଆମ୍ଭେ ନେଇ ଆସିଛୁ ଏକ ସରଳ ଉପାୟ ଏବଂ ଏହାକୁ ବ୍ୟବହାର କରିବାର ସଠିକ ସମୟ ସମ୍ପର୍କରେ । ତେବେ ଆପଣ ସର୍ବପ୍ରଥମେ ଏକ ପାଚିଲା କଦଳୀ କୁ ନିଅନ୍ତୁ । ଏହା କୁ ଛୋଟ ଛୋଟ କରି କାଟି   ଦିଅନ୍ତୁ ।

ଏହା ପରେ ଏକ ଗ୍ରାଇଣ୍ଡର କୁ ନେଇ ସେଥିରେ ଦୁଇ ଚାମୁଚ ଖିସମିଶ ଏବଂ ଏକ ଗ୍ଲାସ କ୍ଷୀର ମିଶାଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏହା କରିସାରିବା ପରେ ଏହି ମିଶ୍ରଣ କୁ ରାତିରେ ଖାଦ୍ୟ ନେବା ସମୟ ର ପରେ  ପିଇବେ । ଏବଂ ଏହି ପ୍ରକ୍ରିୟା କୁ ୨ ମାସ ରୁ ୩ ମାସ କରନ୍ତୁ ଆପଣ ୧୦-୨୦ କେଜି ପର୍ଯ୍ୟନ୍ତ ଓଜନ ବୃଦ୍ଧି କରିପାରିବେ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *