ଖାଇବା କ୍ୟାନ୍ସଏଲ କରିବାରୁ ଯୁବତୀ ଙ୍କ ସହ ଘରେ ପଶି ଏଭଳି କିଛି କାର୍ଯ୍ୟ କରିଥିଲେ ଡେଲିଭରି ବଏ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଖାଇବା କ୍ୟାନ୍ସଏଲ କରିବାରୁ ଘରେ ପଶି ଯୁବତୀ ଙ୍କୁ ମାଡ଼ ମାରିଥିଲେ ଡେଲିଭରି ବଏ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ବର୍ତ୍ତମାନ ସମୟରେ ସମସ୍ତ ଜିନିଷ ଅନଲାଇନ ହୋଇ ଗଲାଣି । ଯାହାର ପ୍ରଭାବ ରେ ଲୋକ ମାନେ ବ୍ୟସ୍ତ ମୟ ସମୟ ମଧ୍ୟରେ ନିଜର ସୁସ୍ୱାଦୁ ଖାଦ୍ୟ କୁ ଅନଲାଇନ ଜରିଆରେ ମଗାଉଛନ୍ତି । ଏବଂ ଏହାକୁ ମନ ଖୋଲି ଉପଭୋଗ କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଦୃଶ୍ୟ ସାମ୍ନା କୁ ଆସୁଛି । 

ଯେଉଁଥିରେ ଅନଲାଇନ ଖାଇବା ମଗାଇ  ଡେଲିଭରି ବଏ ର କ୍ରୋଧ ଶିକାର ହୋଇଛନ୍ତି ଜଣେ ଯୁବତୀ । ତେବେ ଘଟଣା ଅନୁସାରେ ବାଙ୍ଗାଲୋର ସହର ର ଜଣେ ଯୁବତୀ ଅନଲାଇନ ରେ ଖାଦ୍ୟ ଅର୍ଡର କରିଥିଲେ । ତେବେ ଖାଦ୍ୟ ପହଁଚିବା ଡେରି ହେବାରୁ ସେ ଖାଦ୍ୟ ନ ଆଣିବା ପାଇଁ କ୍ୟାନ୍ସଏଲ କରି ଦେଇଥିଲେ । 

ତେବେ କ୍ୟାନ୍ସଏଲ କରିବା ପରେ ଯେତେବେଳେ ଡେଲିଭରି ବଏ ଆସି ପହଁଚିଲା ସେତେବେଳେ ଉକ୍ତ ଯୁବତୀ ସହିତ ପାଟିତୁଣ୍ଡ ହେଲା ଏବଂ ରାଗ ରେ ଉକ୍ତ ଡେଲିଭରି ଵଏ ଯୁବତୀ ଙ୍କ ନାକ ଫଟାଇ ଦେଲେ ଜାହାକୁ ସୋସିଆଲ ମିଡ଼ିଆ ରେ ଯୁବତୀ ଜଣକ ପୋଷ୍ଟ କରିଥିଲେ । ଯାହା ଭାଇରାଲ ହେବା ସହ ପୋଲିସ ଉକ୍ତ ଡେଲିଭରି ବଏ କୁ ଗିରଫ    କରିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *