ଦେଖନ୍ତୁ ବର୍ଷା ପ୍ରିୟଦର୍ଶୀନି କଲେ କିଛି ଏଭଳି କାର୍ଯ୍ୟ ଯାହା କୁ ଦେଖିଲେ ଆଖିରେ ଲୁହ ଆସିଯିବ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବର୍ଷା ପ୍ରିୟଦର୍ଶୀନି କରିଥିବା ଏଭଳି ଏକ କାର୍ଯ୍ୟ ବିଷୟରେ ଯାହା ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଲିଉଡ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ସେ କିଛି ଦିନ ତଳେ ସାନ ଚାଚା ଙ୍କୁ ଭେଟିବାକୁ କଟକ ତାଙ୍କ ଘରକୁ ଯାଇଥିଲେ । ତେବେ ଅବଦୁଲ ସଲାମ ଆଜିମ (ସାନ ଚାଚା) ଙ୍କ ଆଖି ନଥାଇ ବି ହାରମାନି ବଜାଇବା ସହ ଜଗନ୍ନାଥ ଙ୍କ ସୁନ୍ଦର ଗୀତ ଗୁଡିକୁ ସୁମଧୁର ସ୍ୱର ରେ ଗାଈ ପାରୁଛନ୍ତି । ତେବେ ବର୍ଷା ସେଦିନ ଯାଇ ତାଙ୍କର ଏହି ପ୍ରତିଭା କୁ ଲୋକ ଲୋଚନ କୁ ଆଣିବାକୁ ତାଙ୍କୁ କଥା ଦେଇ ଆସିଥିଲେ । 

 

ତେବେ ଗତ କାଲି ସାନ ଚାଚା ଙ୍କ ର ଏକ ଭଜନ ସଙ୍ଗୀତ କଟକ ର ପ୍ରତିଭା ଷ୍ଟୁଡିଓ ରେ ଶୁଟିଂ ହୋଇଥିଲା । ତେବେ ପ୍ରେମାନନ୍ଦ ଗୀତ ର ସଂଳାପ କରିଥିଲେ । ତେବେ ସାନ ଚାଚା ଙ୍କୁ ଦୁତୀୟ ସାଲବେଗ ମଧ୍ୟ କୁହାଯାଉଛି । ତେବେ ଜଗନ୍ନାଥ ଙ୍କୁ ନ ଦେଖି ମଧ୍ୟ ତାଙ୍କ ପ୍ରତି ଥିବା ତାଙ୍କର ଭଲପାଇବା କୁ ଦେଖି ଓଡ଼ିଶାର ଲୋକ ମାନେ ତାଙ୍କୁ ସାଲବେଗ ବୋଲି କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *