ମହାଶିବ ରାତ୍ରି ଦିନ ଭୁଲ ରେ ବି କରନ୍ତୁ ନାହିଁ ଏହି ୯ ଟି କାର୍ଯ୍ୟ । ଯାହା କରିବା ଦ୍ୱାରା ଆସିଥାଏ ଏତେ ବଡ଼ ବିପଦ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମହାଶିବ ରାତ୍ରି ରେ କେବେବି ଭୁଲ ରେ କେଉଁ ୯ କାର୍ଯ୍ୟ ନକରିବା ହେବ ସେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆଗାମୀ ୧୧ ତାରିଖ ରେ ପଡୁଛି ମହା ଶିବରାତ୍ରି ବା ଜାଗର । ସେହି ଦିନ ଶିବ ଙ୍କ ର ଏକ  ଗୁରୁତ୍ୱପୂର୍ଣ୍ଣ ପୂଜାର ଦିନ । ସେହି ଦିନ କେବେବି କରନ୍ତୁ ନାହିଁ ଏହି ୯ ଟି କାର୍ଯ୍ୟ ନହେଲେ ଗରିବୀ ଏବଂ ଅସୁବିଧା ର ପଡି ପାରନ୍ତି ।

(୧)ଏହି ଦିନ କେବେହେଲେ ବି କଳା ରଙ୍ଗର ପୋଷାକ ପିନ୍ଧି 

ଶିବ ଙ୍କ ପୂଜା କରିବା ପାଇଁ ଆସନ୍ତୁ ନାହିଁ । 

(୨) କେବେବି ଶିବ ଙ୍କ ପାଖ ରେ ବାସୀ ଫୁଲ ଚଢାନ୍ତୁ ନାହିଁ । କିନ୍ତୁ ବେଲ ପତ୍ର ପୂର୍ବ ଦିନ ତୋଳି ଆପଣ ଭଗବାନ ଙ୍କୁ ପୂଜା କରି ପାରିବେ ।

 

(୩)ଯଦି ଆପଣଙ୍କ ପାଖରେ ଶିବ ମୂର୍ତ୍ତି ନାହିଁ ତେବେ ଆପଣ ଆପଣ ଯେ କୌଣସି ସ୍ଥାନ ରୁ ଶୁଦ୍ଧ ମାଟି  ଆଣି ଏହାକୁ ଶିବ ଲିଙ୍ଗ ଆକୃତି ର କରି ପୂଜା କରି ପାରିବେ । 

(୪) କେବେବି ଶିବ ଙ୍କୁ ସିନ୍ଦୂର ଚଢାନ୍ତୁ ନାହିଁ । ଶିବ ଙ୍କୁ ଚନ୍ଦନ ଚଢାଇଲେ ଚଳିବ କିନ୍ତୁ ସିନ୍ଦୁର ନୁହେଁ। 

(୫)କେବେବି ଶିବ ଙ୍କ ପୂଜା ରେ ଶଙ୍ଖ ର ବ୍ୟବହାର କରନ୍ତୁ ନାହିଁ ଏହା ଅତ୍ୟଧିକ ବିପଦ ଆଣିଥାଏ। 

 

(୬)ଏହି ଦିନ କେବେହେଲେ ବି ନଖ କିମ୍ବା ଚୁଟି କାଟନ୍ତୁ   ନାହିଁ ।

(୭)ଏହି ଦିନ କେବେହେଲେ ବ୍ରହ୍ମଚାରି ବ୍ରତ ପାଲନ କରନ୍ତୁ। 

(୮)ଏହି ଦିନ ଭୁଲ ରେ ମଦ ମାଂସ ଆଦି ଖାଆନ୍ତୁ ନାହିଁ ।

(୯)ଏହି ଦିନ କେବେହେଲ ବି ଘରେ କିମ୍ବା ବାହାରେ କାହା ସହ ଝଗଡା କିମ୍ବା ନିଜ ସ୍ତ୍ରୀ ସହିତ କେବେବି ଝଗଡା କରିବା କଥା ନୁହେଁ।  ନହେଲେ ମାତା ପାର୍ବତୀ ଅସନ୍ତୁଷ୍ଟ ହୋଇଥାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *