ଦେଖନ୍ତୁ କିପରି ଭାଇରାଲ ହେଲା ଅଧ୍ୟାପକ ଙ୍କ ସ୍ତ୍ରୀ ଙ୍କ ଏହି ଭିଡ଼ିଓ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଅନଲାଇନ କ୍ଲାସ ସମୟରେ ଅଧ୍ୟାପକ ଙ୍କ ସ୍ତ୍ରୀ କରୁଥିବା ଏକ କାର୍ଯ୍ୟ ର ଭିଡ଼ିଓ କିପରି ଭାଇରାଲ ହୋଇଛି ସେ ସମ୍ପର୍କରେ କହିବାକୁ ଯାଉଛୁ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ବର୍ତ୍ତମାନ ଯେଉଁ କରୋନା ପରିସ୍ଥିତି ଚାଲିଛି ସରକାର ସିଧା ସଳଖ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଅନଲାଇନ ରେ କ୍ଲାସ କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ ତାଙ୍କର ଏହି ଅନଲାଇନ କ୍ଲାସ ରେ ବହୁତ ସମୟରେ ବହୁତ ଭିଡ଼ିଓ ଭାଇରାଲ ହୋଇଛି । ଯାହା ବହୁ ଥର ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ କେତେବେଳେ ପିଲା ମାନେ କରୁଥିବା କାର୍ଯ୍ୟ ତ କେତେବେଳେ ଶିକ୍ଷକ ମାନଙ୍କ  ଦ୍ୱାରା ହୋଇଥିବା କିଛି କାର୍ଯ୍ୟ ।

 

 ତେବେ ବର୍ତ୍ତମାନ ଆମ୍ଭେ ଆପଣଙ୍କୁ ଶିକ୍ଷକ ଙ୍କ ପତ୍ନୀ ଶିକ୍ଷକ ଙ୍କ ଶ କରୁଥିବା ଏକ କାର୍ଯ୍ୟ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଶିକ୍ଷକ ଅନଲାଇନ କ୍ଲାସ ରେ ବ୍ୟସ୍ତ ଥିବା ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ ଏକ ଚୁମା ଦେବାକୁ ଯାଇଥିଲେ । କିନ୍ତୁ ଶିକ୍ଷକ ସଙ୍ଗେ ସଙ୍ଗେ ଘୁଞ୍ଚି ଯାଇଥିଲେ ।  ତେବେ ଯାହାକୁ ପିଲା ମାନେ ରେକର୍ଡ କରି ଭାଇରାଲ କରିଦେଇଥିଲେ । ଯାହା ବର୍ତ୍ତମାନ ଇଣ୍ଟରନେଟ ରେ ଚର୍ଚ୍ଚା ର ବିଷୟ ପାଲଟିଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *