କଳିଯୁଗ ର ୫ ଟି କଟୁ ସତ୍ୟ କଥା । ସମସ୍ତେ ଜାଣିବା ଦରକାର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭଗବାନ ଶ୍ରୀକୃଷ୍ଣ ଙ୍କ କଳିଯୁଗ ଉପରେ କହିଥିବା ୫ ଟି କଟୁ ସତ୍ୟ ବିଷୟରେ ଯାହାକୁ ଶୁଣିଲେ ଆପଣ ଙ୍କ ହୋସ ଉଡିଯିବ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଶ୍ରୀକୃଷ୍ଣ ଙ୍କୁ ଥରେ ପାଣ୍ଡବ ମାନେ  ପଚାରିଲେ ଭଗବାନ କଳିଯୁଗ କିପରି ହେବ।  ଏହା ଉତ୍ତର ରେ ଶ୍ରୀକୃଷ୍ଣ ତାଙ୍କୁ ଜଣ ଜଣ କରି ଏକ ଜଙ୍ଗଲ କୁ ପଠାଇଲେ ଏବଂ କଣ ଦେଖିଲେ ସେ ବିଷୟରେ ଆସି କହିବାକୁ କହିଲେ । ତେବେ ପ୍ରଥମେ ଯୁଧିଷ୍ଠିର ଯାଇ ଦେଖି କରି ଆସି କହିଲେ ସେ ଏକ ହାତୀ ଦେଖିଲେ ଯାହାର ଦୁଇଟି ଶୁଣ୍ଢ । ତେବେ ଏହାର ଅର୍ଥ ହେଉଛି ଲୋକ ମାନେ କହିବେ ଗୋଟେ କଥା ଏବଂ କରିବେ ଆଉ ଗୋଟେ କଥା । 

 

ତେବେ ଭୀମ ଗଲେ ଦେଖିକି ଆସି କହିଲେ ସେ ଏକ ଗାଇ ଦେଖିଲେ ଯିଏ ତାର ଛୁଆ କୁ ଚାଟି ଚାଟି ରକ୍ତ ବୋହିଦେଲେଣି ତଥାପି ସେ ତାକୁ ଚାଟିବାରେ ବ୍ୟସ୍ତ । ତେବେ ଏହାର ଅର୍ଥ ହେଲା ପିଲା ମାନଙ୍କୁ ବାପ ମା ମାନେ ମାୟା ମୋହ ର ଜାଲ ଭିତରେ ଛନ୍ଦି ଦେବେ । ଜାହା ଫଳରେ ସେ ମୋକ୍ଷ ମାର୍ଗରୁ ପ୍ରତିହତ ହେବେ । ସେହିଭଳି ଅନ୍ୟ ମାନେ ଆସି କହିଲେ ଏବଂ ଶ୍ରୀକୃଷ୍ଣ ପ୍ରତି ଉତ୍ତର ରେ କହିଲେ କଳିଯୁଗ ର ମଣିଷ ସ୍ୱାର୍ଥବାଦୀ ହେବେ । କଳିଯୁଗ ର ମଣିଷ ଆନ୍ୟାୟ ଅଧର୍ମ ରେ ଲିପ୍ତ ରହିବେ । କଳିଯୁଗ ର ମଣିଷ ଉଚ୍ଚ ନୀଚ୍ଚ ଗର୍ବ ଅହଙ୍କାର ରୂପକ ମାୟା ଭିତରେ ବାନ୍ଧି ହୋଇ ରହିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *