ଧଳା କେଶ କଳା କରିବା ଚୁଟି ଝଡ଼ିବା ଏବଂ କେଶ ଘନ ହେବା ଆଦି କରିବା ପାଇଁ ଅତ୍ୟନ୍ତ ସହଜ ଏବଂ ସରଳ ଉପାୟ ସମ୍ପର୍କରେ ଜାଣନ୍ତୁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ଏହି ସହଜ ଘରୋଇ ଉପାୟ ମାଧ୍ୟମ ରେ କେଶ ସମ୍ବନ୍ଧୀୟ ସମସ୍ତ ସମସ୍ୟା ରୁ ସହଜରେ ସମାଧାନ ପାଇ ପାରିବେ । ତେବେ  ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । କେଶ ସମସ୍ୟା ବର୍ତ୍ତମାନ ସମୟ ରେ ସମସ୍ତ ଙ୍କ ଥାରେ ଦେଖା ଯାଉଚି । 

 

କିନ୍ତୁ ଏହି ସମସ୍ୟା ସାଧାରଣ ତହ ଧୂଳି ପ୍ରଦୂଷଣ ଆଦି ଦୁଆର ଚେହେରା ତଥା ନିଜର କେଶ ଉପ ରେ ବହୁ ମାତ୍ର ରେ ପ୍ରଭାବ ପକାଇଥାଏ । କିନ୍ତୁ ଆମ୍ଭେ ମାନେ ଦୈନିକ କାର୍ଯ୍ୟ ବହୁଳ ଜୀବନ ମଧ୍ୟରେ ଏହା ର ଯତ୍ନ ନେବାକୁ ଭୁଲି ଯାଉଛୁ । ବେଳେ ବେଳେ ଆମ୍ଭ ମାନଙ୍କ ରେ ହେଉଥିବା ବାଳ ସମସ୍ୟା ମଧ୍ୟ ଜିନ ର ପ୍ରଭାବ ମାଧ୍ୟମ ରେ ଆମ୍ଭ ପିଲା ମାନଙ୍କ ର ମଧ୍ୟ ଦେଖିବାକୁ ମିଲିଥାଏ । ଏହା ସାଧାରଣତଃ କେଶ ଝଡିବା କିମ୍ବା କେଶ ର ରଙ୍ଗ ବହୁ ଶୀଘ୍ର ଧଳା ପଡିଯିବା ଆଦି ସମସ୍ୟା ଦେଖା ଯାଇଥାଏ । 

 

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟ ରେ ଅନେକ ପ୍ରକାର ର ବାଳ କୁ କଳା କରିବା ର ଅନେକ ପ୍ରକାର ରାସାୟନିକ ଔଷଧ, ଅଥବା ଶାମ୍ପୁ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ଚୁଟି କଳା ହୋଇ ଯାଇ ଥାଏ l କିନ୍ତୁ ଏହି ରାସାୟନିକ ଶାମ୍ପୁ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଙ୍କ ବାଳ କଳା ଥିବ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡି ଦେବେ ପୁଣି ପୂର୍ବ ତନ ରଙ୍ଗ ଫେରି ଆସେ l

 

ସେଥିପାଇଁ ଆପଣ ଯଦି ଅମଲା ଜାତୀୟ ଫଳ କୁ ପ୍ରତି ଦିନ ୨ ଟି ପ୍ରତ୍ୟେକ ଦିନ ଖାଇବେ l ତେବେ  ଏହା ଖାଇବା ପରେ ଦେଖିବେ କେମିତି ଆପଣଙ୍କ ଚୁଟି କେମିତି ଆସ୍ତେ ଆସ୍ତେ ଘନ କଳା ହୋଇ ଯିବ ସହିତ ଚୁଟି ଗହଳ ମଧ୍ୟ ହୋଇ ଯାଇ ଥାଏ l ଏହା ସହ ସବୁଜ ପନିପରିବା ଖାଇବା ସହ ମେହେନ୍ଦୀ ଏବଂ ବସା ଦହି ର ମିଶ୍ରଣ କୁ କେଶ ରେ ସପ୍ତାହକୁ ଥରେ ଲଗାଇ ଧୋଇ ଦିଅନ୍ତୁ ଆପଣଙ୍କ କେଶ ସଦା ସର୍ବଦା ଘନ ରହିବା ସହ କଳା ଏବଂ ମଜବୁଦ ରହିବ । ଏହା ଛଡା କେଶ ସମ୍ବନ୍ଧୀୟ ସମସ୍ତ ସମସ୍ୟା ରୁ ଆପଣ ସମାଧାନ ପାଇଁ ପାରିବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *