ଜାଣନ୍ତୁ ପୂଜା କରିବା ସମୟରେ ଆଖିରେ ଲୁହ ଆସିବା,ଖରାପ ଚିନ୍ତା ଧାରା ଆସିବା,କିମ୍ବା ଅଳସୁଆ ଲାଗିବା ଏହାର କାରଣ ଏବଂ ନିରାକରଣ ସମ୍ପର୍କରେ ଜାଣନ୍ତୁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପୂଜା କରିବା ସମୟରେ ଆଖିରେ ଲୁହ ଆସିବା,ଖରାପ ଚିନ୍ତା ଧାରା ଆସିବା,କିମ୍ବା ଅଳସୁଆ ଲାଗିବା ଏହାର କାରଣ ଏବଂ ନିରାକରଣ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

 

 ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଭଗବାନ ଅତ୍ର ତତ୍ର୍ଟ ସର୍ବତ୍ର ବିଦ୍ୟମାନ । ତେବେ ତାଙ୍କ ପୂଜା କରିବା ସମୟରେ ବେଳେ ବେଳେ ଆମ୍ଭର ଆଖିରୁ ଲୁହ ଝରି ଆସେ ତେବେ ଆପଣ ଜାଣିବେ ଯେ ଭଗବାନ ଆଉ ଆପଣଙ୍କ ଆତ୍ମା ପରସ୍ପର ସହ ଜଡିତ ହୋଇ ଯାଇଛନ୍ତି ସେତେବେଳେ ଆପଣଙ୍କ ଜୀବନ ର ସବୁ ଦୁଃଖ ଜଣାଇ ଦିଆନ୍ତୁ ଡେଖିବେ ସବୁ ଦୁଃଖ ଦୂର ହୋଇଯିବ ।

 

 ତେବେ ଦୁତୀୟ ରେ ଯଦି ଆପଣ ପୂଜା କରିବା ବେଳେ ଆପନଙ୍କୁ ଅଳସୁଆ ଲାଗି ହାଇ ଆସିଥାଏ କିମ୍ବା ଖରାପ ଚିନ୍ତା ଧାରା ଆସିଥାଏ ତେବେ ଆପଣ ଜାଣିବେ ଯେ ଆପଣଙ୍କ ଉପରେ ନେଗେଟିଭ ଶକ୍ତି ର ପ୍ରସାର ହେଉଛି । ତେବେ ଆପଣ ଏହାର ନିରାକରଣ ପାଇଁ ଭଗବାନ ଙ୍କ ଗୀତ କିମ୍ବା ଭଜନ ଶୁଣନ୍ତୁ । ଏବଂ ଘରେ ସକାଳେ ସନ୍ଧ୍ୟା ବେଳେ ଝୁଣା ଦିଅନ୍ତୁ ଦେଖିବେ ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ।

 

Leave a Reply

Your email address will not be published. Required fields are marked *