ଆଗକୁ ରାଜ୍ୟ ରେ ୧୧ ଦିନ ସମସ୍ତ ବ୍ୟାଙ୍କ ଛୁଟି ରହିବ । ଜାଣନ୍ତୁ ଏହି ଦିନ ଗୁଡିକ ବିଷୟରେ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାରତ ରେ ଥିବା ସମସ୍ତ ବ୍ୟାଙ୍କ ଗୁଡିକ ବିଷୟରେ ଯେଉଁଥିରେ ସାରା ରାଜ୍ୟ ରେ ୧୧ ଦିନ ସମସ୍ତ ବ୍ୟାଙ୍କ ଛୁଟି ରହିବ ତେବେ ଆମ୍ଭେ ସେହି ୧୧ ଦିନ ବିଷୟରେ କହିବାକୁ ଯାଉଛୁ । 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ଓଡ଼ିଶା ରେ ମାର୍ଚ୍ଚ ମାସକୁ ଆର୍ଥିକ ବର୍ଷ ର ଶେଷ ମାସ ରୂପେ ଗଣା ଯାଏ । ତେବେ ଏହି ଦିନ ରେ ଦେଶ ତଥା ରାଜ୍ୟ ର ସମସ୍ତ ବ୍ୟଙ୍କ ସମସ୍ତ କାର୍ଯ୍ୟ ତଥା ସରକାରୀ କ୍ଷେତ୍ର ରେ ଥିବା ସମସ୍ତ ଆର୍ଥିକ କାର୍ଯ୍ୟ ର ସମାପ୍ତ କରାଯାଇଥାଏ । ତେବେ ବର୍ତ୍ତମାନ ଓଡ଼ିଶା ରେ ଏହି ମାର୍ଚ୍ଚ ମାସ ରେ ୧୧ ଦିନ ଛୁଟି ରହୁଛି ।

 ତେବେ ଏହି ୧୧ ଦିନ ଗୁଡିକ ହେଲା ମାର୍ଚ୍ଚ ୫ ରେ ଉପଚାର ପୂଜା ୧୧ ରେ ମହା ଶିବରାତ୍ରି ୧୩ ରେ ଦୁତୀୟ  ଶନିବାର ଏବଂ ୧୪ ରେ ରବିବାର ଏହା ପରେ ତେବେ ସେହିପରି ମାର୍ଚ୍ଚ ୧୫ ରେ ଏକ ଆନ୍ଦୋଳନ ହେଉଥିବାରୁ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ୨୧ ରବିବାର ଏବଂ୨୨ ଓ ୨୩ ରେ ପର୍ବ ପାଇଁ ବ୍ୟାଙ୍କ ବନ୍ଦ ରହିବ । ତେବେ ସେହି ପରି ୨୭ ତାରିଖ ଶେଷ ଶନିବାର ୨୮ ତାରିଖ ରବିବାର ଏବଂ ୨୯ ଓ ୩୦ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳୁଛି । ତେବେ ଯଦି ଆପଣଙ୍କ ର କୌଣସି ଜରୁରୀ କାର୍ଯ୍ୟ ଅଛି ତେବେ ଆପଣ ଯଥାଶୀଘ୍ର ଏହାକୁ ସାରି ଦିଅନ୍ତୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *