ଡ଼ିଏମଇଟି ଙ୍କ ସୂଚନା । ପୁଣି ଲାଗୁ ହେବ ଲକଡା଼ଉନ ଜାରି ହେବ କରୋନା ଗାଇଡ଼ ଲାଇନ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପୁଣି ଥରେ ଜାରି ହେବାକୁ ଥିବା କରୋନା ଗାଇଡ଼ ଲାଇନ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ କରନା ଦିନକୁ ଦିନ ବଢ଼ିବାରେ ଲାଗିଛି ତେବେ ୫ ଟି ରାଜ୍ୟରେ କରନା ଏକ ନୂଆ ସ୍ତ୍ରୀମ ଆରମ୍ଭ ହୋଇଗଲାଣି । ତେବେ ଏହାର ପ୍ରଭାବ ଯେପରି ଓଡ଼ିଶାରେ ପଡିବ ଏହା ପୂର୍ବରୁ ଓଡିଶା ସରକାର ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି । ତେବେ ଅନ୍ୟ ରାଜ୍ୟ ଭଳି ଓଡିଶା ସରକାର କେତେକ ସ୍ଥାନରେ ଲକଡାଉନ କରିପାରନ୍ତି । ତେବେ ଗତ କିଛି ଦିନ ହେବ କରନା ରାଜ୍ୟ ରେ ହାରାହାରି ୬୩ ଟି କେସ ସାମ୍ନା କୁ ଆସୁଛି । 

 

ତେବେ ଓଡ଼ିଶାରେ ଲୋକ ମାନଙ୍କ ମଧ୍ୟରେ ଆଉ ଆଗ ଭଳି କରନା କୁ ନେଇ ଚିନ୍ତା ନଥିବା ବେଳେ କରନା ର କୌଣସି ବି ଗାଇଡ଼ ଲାଇନ କୁ ଲୋକ ମାନେ ମାନୁ ନାହାନ୍ତି । ତେବେ ଭିଡ଼ ସ୍ଥାନ ରେ ବିନା ମାସ୍କ ସହ ଯିବା ସହିତ । ସାନିଟାଇଜର ର ବ୍ୟବହାର ମଧ୍ୟ ଆଉ ହେଉନାହିଁ । ତେବେ ଲୋକ ମାନଙ୍କୁ ସତର୍କ ରହିବା ପାଇଁ ଡ଼ିଏମଇଟି ଙ୍କ ସୂଚନା ଥିବା ବେଳେ ଯେକୌଣସି ସ୍ଥାନରେ କରନା ଗାଇଡ଼ ଲାଇନ କୁ ଅଵମାନନା କରାଯାଉଛି । ତୁରନ୍ତ କାର୍ଯନୁଷ୍ଠାନ ନେବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *