ରସିକିଆ ଗ୍ୟାସ ମ୍ୟାନେଜର , ଗରିବ ଝିଅ କୁ ଡରାଇ ଏଭଳି କାର୍ଯ୍ୟ କରି ଧରା ପଡିବା ପରେ ଯାହା ହେଲା ବିଶ୍ୱାସ କରିପାରିବେ ନାହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଜଣେ ଗରିବ ଝିଅ କୁ ଅସଦାଚରଣ କରି ଧରା ପଡିଥିବା ଜଣେ ଗ୍ୟାସ ମ୍ୟାନେଜର ଙ୍କ ବିଷୟରେ  । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ସୂଚନା ଅନୁସାରେ ଏଭଳି ଏକ ସଙ୍ଗିନ ଅଭିଯୋଗ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାଇରାମ ଏଚ ପି ଗ୍ୟାସ ଅଫିସ ରେ । ତେବେ ସେଠାରେ ଜଣେ ଗରିବ ଯୁବତୀ ସହ ଘଟିଛି ଏଭଳି ଘଟଣା । ତେବେ ସୂଚନା ଅନୁସାରେ ସେହି ଗ୍ୟାସ ଅଫିସରେ ନୂତନ ଭାବେ ମ୍ୟାନେଜର ଭାବେ ଆସିଥିବା ମ୍ୟାନେଜର ତାପସ ରଞ୍ଜନ ଆଚାର୍ଯ୍ୟ କରିଛନ୍ତି ଏଭଳି ଖରାପ କାମ । 

 

ତେବେ ମ୍ୟାନେଜର ଜଣକ କେହି ନଥିବାର ସୁଯୋଗ ନେଇ ସେହି ଗରିବ ଝିଅ କୁ କରୁଥିଲେ ଅସଦାଚରଣ ତେବେ ସେହି ସମୟରେ କିଛି ଲୋକ ଗ୍ୟାସ ନେବାକୁ ଆସିଯିବା ବେଳେ ଏଭଳି କାର୍ଯ୍ୟ ଦେଖି ସେହି ଗ୍ୟାସ ମ୍ୟାନେଜର ଙ୍କ ସହ ଗଣ୍ଡଗୋଳ କରିବା ସହ ସ୍ଥାନୀୟ ଲୋକମାନେ ଆସି ସେହି ମ୍ୟାନେଜର ଙ୍କୁ ଝିଅ ର ପାଦ ଧରି ଭୁଲ ମଗାଇବାକୁ କହିଥିଲେ । ତେବେ ଏଭଳି କାର୍ଯ୍ୟ ପାଇଁ ନିଜର ମାନ ଇଜ୍ଜତ ଯିବା ସହ ଏଭଳି କାର୍ଯ୍ୟ ସେ ଆଗରୁ କରିଥିବାର ସୂଚନା ମିଳୁଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *