କେବଳ ଥରୁଟିଏ ଲାଜ ନକରି କରିଦିଅନ୍ତୁ ଏହି କାର୍ଯ୍ୟ , କୋଟିପତି ହୋଇଯିବେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି କିଛି କାର୍ଯ୍ୟ ବିଷୟରେ ଜାହାକୁ କେବେହେଲେ କରିବା ପୂର୍ବରୁ ଆପଣ ଲାଜ କରନ୍ତୁ ନାହିଁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ମହର୍ଷି ଚାଣକ୍ୟ ଙ୍କ କହିବା ଅନୁସାରେ ଏହି ୩ ଟି ଜିନିଷ ରେ କେବେହେଲେ ଲାଜ କରିବା ଉଚିତ ନୁହେଁ । ତେବେ ପ୍ରଥମ ଟି ହେଉଛି ଖାଦ୍ୟ ରେ । ହଁ ଆଜ୍ଞା ଖାଦ୍ୟ ଖାଇବା ବେଳେ କେବେହେଲେ ଲାଜ କରିବା କଥା ନୁହେଁ । ଯଦି ଆପଣ ଏଭଳି କରନ୍ତି ତେବେ ଆପଣ ପେଟ ପୁରା ନଖାଇ ବା ଦ୍ୱାରା ରାଗ ବଢ଼ିଥାଏ । 

 

ତେବେ ଦୁତୀୟ ରେ କେବେହେଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ସ୍ଥାପନା ସମୟରେ ଲାଜ କରନ୍ତୁ ନାହିଁ । ନେହେଲେ ସ୍ତ୍ରୀ ଆଉ କାହା ସହ କିମ୍ବା ସ୍ୱାମୀ ଅନ୍ୟ କେଉଁ ସ୍ତ୍ରୀ ଶ ସମ୍ପର୍କ ରଖିବାକୁ କୁଣ୍ଠାବୋଧ କରିବେ ନାହିଁ । ସେହିଭଳି ତୃତୀୟ ରେ କେବେହେଲେ ଜ୍ଞାନ ନେବା ସମୟରେ ଲାଜ କରନ୍ତୁ ନାହିଁ । ନେହେଲେ ସମ୍ପୂର୍ଣ୍ଣ ଜ୍ଞାନ ନେଇ ପାରିବେ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *