ଶବକୁ କଣ ପାଇଁ ଏକୁଟିଆ ଛଡା ଯାଏ ନାହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଶବକୁ କଣ ପାଇଁ ଏକୁଟିଆ ଛଡା ଯାଏ ନାହିଁ ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଯେଭଳି ଦିନ ପରେ  ରାତି ଆସିଥାଏ ସେହିଭଳି ଜନ୍ମ ପରେ ମୃତ୍ୟୁ । ତେବେ ଜନ୍ମ ମୃତ୍ୟୁ ହେଉଛି ଗୋଟେ ମୁଦ୍ରା ର ଦୁଇଟି ପାର୍ଶ୍ଵ । ତେବେ ଏ ମର୍ତ୍ତ୍ୟ ମଣ୍ଡଳ ରେ ଜନ୍ମ ହୋଇଥିବା ସମସ୍ତ ଯିବ ଜନ୍ତୁ ଦିନେ ନା ଦିନେ ମରିବେ । ତେବେ କଣ ଆପଣ ମାନେ ଜାଣନ୍ତି ଯେତେବେଳେ ଗୋଟେ ମଣିଷ ମରିଯାଏ ତେବେ ସେହି ଶବ କୁ କେବେହେଲେ ଏକା ଛଡା ଯାଇ ନଥାଏ କିମ୍ୱା ଶବ କୁ କେବେହେଲେ ରାତିରେ ସ୍ମଶାନ କୁ ନିଆ ଯାଇ ନଥାଏ ।

 

 ତେବେ ଏହାର କାରଣ ହେଲା ଯଦି ଶବ କୁ ରାତିରେ ସ୍ମଶାନ କୁ ନିଆ ଯିବ ତେବେ ଶବ ଟି କେବେହେଲେ ମୋକ୍ଷ ପାଇଁ ପାରିବ ନାହିଁ । ଏହା ଛଡା ଏହା ସ୍ୱର୍ଗ ପ୍ରାପ୍ତି ନହୋଇ ସେହି ମର୍ତ୍ତ୍ୟ ଲୋକ ରେ ଭୁତ ପ୍ରେତ ହୋଇ ଘୁରି ବୁଲିବ । ଏହା ଛଡା ଶବକୁ କେବେହେଲେ ଖାଲି ନ ଛାଡିବାର କାରଣ ହେଉଛି ଶବକୁ କୋୖଣସି ପଶୁ ପକ୍ଷୀ ଖାଇବେ ନାହିଁ । ଯଦି ଶବ କୁ ଏକା ଛଡା ଯାଏ ତେବେ ପଶୁପକ୍ଷୀ ମାନେ ଆସି ତକୁ ଖାଇଦେବେ ଯାହା ପୁରାଣ ଅନୁସାରେ ବହୁତ ଖରାପ ହୋଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *