ଜାଣନ୍ତୁ କାହିଁକି ଅର୍ଚ୍ଚିତା ଙ୍କୁ ଥାପଡ଼ ମାରିଲେ ସବ୍ୟସାଚୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଅର୍ଚ୍ଚିତା ଙ୍କୁ ଥାପଡ଼ ମାରିଥିଲେ ସଭ୍ୟସାଚୀ ସେ ବିଷୟରେ କହିବାକୁ ଯାଉଚୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନଙ୍କୁ କହିଦେବାକୁ ଯାଉଛି ଯେ ଏକ ସମୟ ଥିଲା ଯାହା ଏବେବି ଅଛି ଅର୍ଚ୍ଚିତା ଏବଂ ସଭ୍ୟ ଙ୍କ ଯୋଡି ଦେଖିବାକୁ ଲୋକଙ୍କ ଭିତରେ ଭିଡ଼ ଜମୁଥିଲା । ଯେତେବେଳେ ସଭ୍ୟସାଚୀ ନିଜ ପତ୍ନୀ ଙ୍କୁ ଦିଭର୍ସ ଦେଇଥିଲେ । ସେତେବେଳେ ଏହା ପରେ ଚର୍ଚ୍ଚା ଚାଲିଥିଲା କି ସଭ୍ୟ ଅର୍ଚ୍ଚିତା ଙ୍କୁ ବିବାହ କରିବେ ବୋଲି । 

 

କିନ୍ତୁ ଏହା ହେଲା ନାହିଁ । ତେବେ ଏବେକାର ଏକ ଇଣ୍ଟରଭିଉ ରେ ସଭ୍ୟ ଙ୍କୁ ଯେତେବେଳେ ପଚରା ଗଲା ସେ ଅର୍ଚ୍ଚିତା ଙ୍କୁ ଵାହା ହେବା ପାଇଁ ଚାହୁଁଛନ୍ତି କି ତେବେ ସବ୍ୟ ହଁ ମାରିବା ସହ ସେ ନିଜ ଅଆଡୁ ଅର୍ଚ୍ଚିତା ଙ୍କୁ ଵାହା ହେବା ପାଇଁ ହାତ ମାଗିବାକୁ ତାଙ୍କ ଘରକୁ ଯିବେ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚାପୁଡ଼ା ମରା ଭିଡ଼ିଓ ଭାଇରାଲ  ହୋଇଥିଲା । 

 

ତେବେ ଏହି ଭିଡ଼ିଓ ଟି ଶୁଟିଂ ସେଟ ର ଥିଲା ଯେଉଁଥିରେ ଅର୍ଚ୍ଚିତା ଙ୍କୁ ସବ୍ୟ ଚାପୁଡ଼ା ମାରିଥିଲେ । ତେବେ ସେଠାରେ କାମ କରୁଥିବା କୌଣସି ସଦସ୍ୟ ଏହାର ଭଡ଼ିଓ କରି ଇଣ୍ଟରନେଟ ରେ ଛାଡି ଦେବାରୁ ବର୍ତ୍ତମାନ ଏହା ବହୁତ ଜୋର ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *