ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଜାଣିବା କଇଁଛ ମୋଦି କିଏ ଏବଂ କେମିତି ପିନ୍ଧିଲେ ମଣିଷ ହୁଏ ଧନୀ । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆଜି କାଲି ଏହି କାଇଁଚ ମୋଦି କୁ ପ୍ରଚୁର ମାତ୍ରା ରେ ବହୁତ୍ ଲୋକ ପିନ୍ଧିଥାନ୍ତି । କିନ୍ତୁ ଅନେକ ଲୋକ ଙ୍କୁ ଜଣା ନଥାଏ କି ଏହି ମୋଦି କୁ କେଉଁ ଦିନ କେମିତି ପିନ୍ଧିବା ଦ୍ଵାରା ଲାଭଦାୟକ ହେଇଥାଏ। ଏହି ମୋଦି କୁ କେଉଁ ରାଶି ର ବେ଼କ୍ତି ପିନ୍ଧିବା ଲାଭ ଦାୟକ ହେଇଥାଏ । ଏହା ପ୍ରାୟତଃ କାହାକୁ ଜଣା ନଥାଏ । ବନ୍ଧୁଗଣ ଆଜି ଆମେ ଜାଣିବା କଇଁଛ ର ମୋଦି କେମିତି ପିନ୍ଧିବା ।

 

ଆପଣ ଜାଣିଥିବେ ପୁରାଣ ଶାସ୍ତ୍ର ଅନୁସାରେ କାଇଁଚ ଭଗବାନ ଶ୍ରୀକୃଷ୍ଣଙ୍କ ର  ଅବତାର ଅଟେ । ଏହି କାଇଁଚ ମୋଦି ପିନ୍ଧିବା ଦ୍ଵାରା ମଣିଷ କୁ ଶକ୍ତି ,ଶାନ୍ତି ,ସଲିନତା ଏବଂ ଧର୍ଯ୍ୟ ମିଳିଥାଏ । ଏହା ପିନ୍ଧିବା ଦ୍ଵାରା ସକାରାତ୍ମକ ବୃଦ୍ଧି ପାଇଥାଏ । ଯାହା ଦ୍ଵାରା ମଣିଷ ଧନ ଆଉସୂର୍ଯ୍ୟ ର ଅଭାବ ହେଇ ନଥାଏ । କିନ୍ତୁ ଅନେକ ଭୋଲ ପାଇଁ ବହୁତ୍ କ୍ଷତି ହେଇଥାଏ ।

 

ବନ୍ଧୁଗଣ କାଇଁଚ ର  ମୋଦି ସାଧାରଣ ରୂପା ରେ ହେଇଥିବା ଆବଶ୍ୟକ । ଏହାକୁ ଆପଣ ଧାତୁ ପରିବର୍ତନ କରିପାରିବେ । ଏହି କଇଁଛର ର ମୋଦି କୁ କେବଳ ଡାହାଣ ହାତରେ ପିନ୍ଧିଓପାରୀବେ । ଏହି ମୋଦି କୁ ଦର୍ଜନି ଆଙ୍ଗୁଳି , କନିଷ୍ଠ ଆଙ୍ଗୁଳି ,ଏବଂ ବୁଢା ଆଙ୍ଗୁଳି ରେ ପିନ୍ଧିବା ଭଲ ନୁହଁ। ଏହାକୁ ମଧ୍ୟମ ଏବଂ ଅନାମିକା ଆଙ୍ଗୁଳି ରେ ପିନ୍ଧି ପାରିବେ । ଏହାକୁ ମେଷ ,ସିଂହ,ଧନୁ ଏବଂ କୁମ୍ଭ ରାଶି ର ବେକ୍ତିି ମାନେ ପିନ୍ଧି ପାରିବେ । ଏହା ପିନ୍ଧିବା ଦ୍ଵାରା ଜୀବନ ଧନ ଆସୂର୍ଯ୍ୟ ରେ ଭରି ଯାଏ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *