କଣ କହୁଛି RBI? ଅଛି କି ଚିରା ଫଟା ନୋଟ । ମିଳିବ ଏତିକି ଟଙ୍କା ଦେଖନ୍ତୁ ଏହାର ଉପାୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ RBI ଦ୍ୱାରା ଆସିଥିବା ଏକ ନିୟମ ସମ୍ପର୍କରେ ଯେଉଁଥିରେ ସ୍ପଷ୍ଟ ଭାବ ରେ ଚିରାଫଟା ନୋଟ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଦର୍ଶାଯାଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚି ଯେ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଚିରାଫଟା ନୋଟ ଉପରେ ଏକ ନିୟମ ଲାଗୁ କରିଛି । ଯାହାର ନିୟମ ଅନୁସାରେ ଯଦି ଆପଣଙ୍କ ପାଖରେ ଚିରା ନୋଟ ଅଛି ତେବେ ଆପଣ ବ୍ୟାଙ୍କ ର ଏହି ଶାଖା କୁ ଯାଇ ଏହାର ଯାଞ୍ଚ କରିପାରିବେ । 

 

ତେବେ ଏହି ଚିରାଫଟା ନୋଟ କୁ ନେଇ ଆପଣ ପାଖ ଯେକୌଣସି ବ୍ୟାଙ୍କ ରେ ବଦଳାଇ ପାରିବେ । ତେବେ ଏହି ବ୍ୟାଙ୍କ ରେ ଚିରାଫଟା ନୋଟ ଉପରେ ଅଛି କିଛି ନିୟମ ତେବେ ଏହି ନିୟମ ଅନୁସାରେ । ଯଦି ନୋଟ ଟି ୮୮% ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି ତେବେ ଏହାର ସମ୍ପୂର୍ଣ୍ଣ ଟଙ୍କା ଆପଣଙ୍କୁ ଦିଆଯିବ । ଯଦି ୪୪% ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି ତେବେ ଏହି ଟଙ୍କା ମୂଲ୍ୟ ର ଅର୍ଧ ଟଙ୍କା ବ୍ୟାଙ୍କ ଆପଣଙ୍କୁ ଦେବ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *