୯୫ ବର୍ଷ ବୟସ ର ବୃଧା ଜଗନ୍ନାଥ ଙ୍କ ପାଇଁ ପିଆନୋ ବଜାଇ ଗାଉଛନ୍ତି ଗୀତ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି  ଜଣେ ୯୫ ବର୍ଷ ବୟସ ର ବୃଧା ମହିଳା ଜଗନ୍ନାଥ ଙ୍କ ପାଇଁ ପିଆନୋ ଧରି ବଜାଉଛନ୍ତି ଗୀତ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଭକ୍ତ ହେବା ପାଇଁ କୌଣସି ବୟସ ନଥାଏ । ତେବେ ଆବାଳ ବୃଧ ବନିତା ସମସ୍ତ ଯେକୌଣସି ବୟସରେ ଭଗବାନ ଙ୍କ ଦାସତ୍ୱ ଗ୍ରହଣ କରିପାରେ । ତେବେ ଭଗବାନ ଜଗନ୍ନାଥ କୋଟି ଓଡ଼ିଆ ଙ୍କ ମଉଡ ମଣି । ତାଙ୍କର କାର୍ଯ୍ୟ ତାଙ୍କର ଠାଣି ତାଙ୍କର ମନୋରମ ବେଶ ସତେ ଯେପରି ଜଣେ ଜୀବନ୍ତ ମଣିଷ । ତେବେ ଓଡ଼ିଶାରେ ଭଗବାନ ଜଗନ୍ନାଥ ଙ୍କୁ ଜୀବନ୍ତ ବୋଲି ଘରେ ଘରେ ମଣାଯାଇଥାଏ । 

 

ତେବେ ଜଗନ୍ନାଥ ଙ୍କ ମହିମା ଓଡ଼ିଶାର ଘରେ ଘରେ ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରିଥିବେ । ତେବେ ସେହିଭଳି ଏକ ବୃଧା ବ୍ୟକ୍ତି ୯୫ ବର୍ଷ ବୟସରେ ଜଗନ୍ନାଥ ଙ୍କ ପ୍ରତି ନିଜର ପ୍ରେମ ଭଲପାଇବା । ଦେଖାଇଛନ୍ତି । ଯାହା ଫଳରେ ସେ ତାଙ୍କ ପାଇଁ ପିଆନୋ ବଜାଇ ଗୀତ ବଜାଉଛନ୍ତି । ଯାହା ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *