ଫୁଣି ଆସିଲା ରାନୀ ପଣ୍ଡା ଙ୍କ ନୂଆ ଡ୍ୟାନ୍ସ ଭିଡ଼ିଓ… ଦେଖିଲେ ହେବେ ଅସମ୍ଭାଳ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା ଙ୍କ ନୂଆ ଆଲବମ “ଦିଲ କରେ ଗୁଟୁର ଗୁଟୁର” ର ଶୁଟିଂ ସେଟ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଜାଣିଥିବେ ବିବାଦୀୟ ଅଭିନେତ୍ରୀ ତଥା ଦରଦୀ ମାନଙ୍କ ବନ୍ଧୁ ରାଣୀପଣ୍ଡା ଙ୍କୁ । ତେବେ ତାଙ୍କର କାର୍ଯ୍ୟ କଳାପ ଓଡିଶା ପ୍ରତି ଥିବା ଭଲପାଇବା ସଦା ସର୍ବଦା ଓଡ଼ିଶାବାସୀ ଙ୍କ ହୃଦୟ ରେ ରହିବ । ତେବେ ରାଣୀ ପଣ୍ଡା କିଛିଦିନ ତଳେ ଗୋଆ ଚାଲିଯାଇଥିଲେ କିନ୍ତୁ ବର୍ତ୍ତମାନ ସେ ଏକ ଫିଲ୍ମ ଡ୍ରିମଗାର୍ଲ ର ଏକ ଆଲବମ ଶୁଟିଂ ଦିଲ କରେ ଗୁଟୁର ଗୁଟୁର ର ପାଇଁ ଓଡିଶା ଆସିଛନ୍ତି ତେବେ ସେ ତାଙ୍କ ଅଭିନୟ ତାଙ୍କ ଡ୍ୟାନ୍ସ ତଥା କାର୍ଯ୍ୟ କଳାପ ସବୁବେଳେ ଓଡିଶା ର ଘରେ ଘରେ ପରିଚିତ ।

 

ତେବେ ବର୍ତ୍ତମାନ ରାଣୀପଣ୍ଡା ଏକ ଭିଡ଼ିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଛନ୍ତି ଯେଉଁଥିରେ ସେ ଦର୍ଶକ ମାନଙ୍କୁ ଏହି ଫିଲ୍ମ ଦେଖିବା କୁ କହିବା ସହ । ଏଥିରେ ଆକ୍ଟିଙ୍ଗ କରୁଥିବା ସମସ୍ତ ନବଗତା ନାୟକ ନାୟିକା ମାନଙ୍କ ଉତ୍ସାହ ବଢ଼ାନ୍ତୁ । ତେବେ ଫିଲ୍ମ ଟି ଦେଖିଲା ପରେ ଆପଣ ମାନେ କୁହନ୍ତୁ ଓହଲିମ ଟି କିଭଳି ହୋଇଛି । ଏହା ସହ ରାଣୀପଣ୍ଡା ଙ୍କ ଆକ୍ଟିଙ୍ଗ ଏବଂ ଡ୍ୟାନ୍ସ କିଭଳି ଲାଗେ ଆପଣ ଆମ୍ବକୁ କମେଣ୍ଟ ମାଧ୍ୟମ ରେ ଜଣାନ୍ତୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *