ଏହି ଗଛ ର ସମସ୍ତ ଡାଳ ରେ ଥାଏ  ଟଙ୍କା ହିଁ ଟଙ୍କା । ଘରକୁ ଆଣନ୍ତୁ ଖଣ୍ଡିଏ ଡାଳ ଧନ ର ଅଭାବ କେବେ ରହିବ ନାହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ଗଛର ଡାଳ ସମ୍ପର୍କରେ ତେବେ ଏହି ଡାଳ କୁ ବ୍ୟବହାର କରି କିଭଳି ଆପଣ ହୋଇପାରିବେ ଲକ୍ଷପତି ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଡାଲିମ୍ବ ଗଛ ବିଷୟରେ ଜଣିଥିବେ । ତେବେ ଏହି ଗଛ ଏକ ଚମତ୍କାରି ଗଛ । ଏହି ଗଛରେ ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ରାଧା ବାସ କରିଥାନ୍ତି । ଯାହା ପୁରାଣ ବର୍ଣ୍ଣିତ । ତେବେ ଯଦି ଆପଣଙ୍କ ର କିଛି ଧନ ସମ୍ଭନ୍ଧୀୟ କିଛି ଅସୁବିଧା ଥାଏ ତେବେ ଆପଣ ଏହାକୁ ବ୍ୟବହାର କରି ସମସ୍ତ ସମସ୍ୟା ରୁ ମୁକ୍ତି ପାଇଁ ପାରିବେ । 

 

ତେବେ ଆପଣ ସର୍ବ ପ୍ରଥମେ ଡାଲିମ୍ବ ଗଛ ର ଏକ ଛୋଟ ଡାଳ କୁ ଆଣିବେ ଏହା ପରେ ଆପଣ ଏହି ଡାଳ କୁ ଯେଉଁଦିନ ରାହୁ ଙ୍କର ସ୍ବତୀ ନକ୍ଷତ୍ର କୁ ଗ୍ରହ ଚଳନ ହେବ ସେହିଦିନ ଆପଣ ଏହି ଡାଳ କୁ ଆଣି ପୂଜା କରିବା ସହ ଏହାକୁ ଶନିବାର ଦିନ ଏକ କଲା ସୁତା ରେ ଏକ ତାବିଜ ମଧ୍ୟରେ ପୁରାଇ ଗଳା ରେ ଧାରଣ କରନ୍ତୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *