୩ ମାସ ର ଝିଅ କୁ ଧରି ଧାରାବାହିକ ର ଅଭିନୟ କଲେ ଅଭିନେତ୍ରୀ ମାହି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ମାହି ନିଜର ୩ ମାସ ର ଝିଅ କୁ ଧରି ଶୁଟିଂ ସେଟ ରେ ନିଜର ଅଭିନୟ କରିଥିଲେ ସେ ବିଷୟରେ କହିବାକୁ ଯାଉଛି ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଲକଡା଼ଉନ ସମୟରେ ଉଭୟ ମାହି ଏବଂ ଚନ୍ଦନ ବା ତୁଷାର ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ତେବେ ସେ ଦୁଇ ଜଣ ପରସ୍ପର କୁ ଭଲ ପାଉଥିଲେ । ତେବେ ପରବର୍ତୀ ସମୟରେ ଘର ଲୋକଙ୍କ ଅନୁମତି ନେଇ ପରସ୍ପର କୁ ବିବାହ କଲେ । ତେବେ ବର୍ତ୍ତମାନ ତାଙ୍କର ଗୋଟିଏ ୩ ମାସ ର ଝିଅ ଟିଏ । ତେବେ ଆପଣ ତୁଷାର ଙ୍କୁ ସାର୍ଥକ ରେ ପ୍ରସାରିତ ହେଉଥିବା ବହୁ ଚର୍ଚ୍ଚିତ ଧରାବାହିକ ‘ ତୋ ଅଗଣାର ତୁଳସୀ ମୁଁ ‘ ରେ ମୁଖ୍ୟ ଭୂମିକା ଚନ୍ଦନ ଭାବରେ ଅଭିନୟ କରୁଥିବାର ଦେଖିବାକୁ   ପାଇଥିଲେ ।

 

ତେବେ ସେହିଭଳି ମାହି ଙ୍କୁ ଆପଣ ସାର୍ଥକ ରେ ପ୍ରସାରିତ ‘ମୁ ବି ଅର୍ଧାଙ୍ଗିନୀ ‘ରେ ଦେଖିବାକୁ ପାଇଥିଲେ । ତେବେ ଦୁହିଁ ଜଣକ ଆକ୍ଟିଙ୍ଗ ଦର୍ଶକ ମାନଙ୍କ ହୃଦୟସ୍ପର୍ଶୀ ହୋଇ ପାରିଥିଲା । ତେବେ ସେ ଦୁଇ ଜଣ ବର୍ତ୍ତମାନ ଏକ ଫିଲ୍ମ ନିର୍ମାଣ କରୁଥିବା ବେଳେ ସେହି ଫିଲ୍ମ ର ଶୁଟିଂ ସେଟ କୁ ନିଜର ଝିଅ କୁ ଆଣି ପହଞ୍ଚିଥିଲେ ମାହି । ନିଜର ସୁଟିଂ ସାରିଥିଲେ ତେବେ ଏଥିରେ ସେ ଉଭୟ କାର୍ଯ୍ୟ କରିବା ସହ ମା ହେବାର କର୍ତ୍ତବ୍ୟ କୁ ମଧ୍ୟ ଭୁଲି ପାରି ନାହାନ୍ତି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟି କୁ ନିଜ ସାଙ୍ଗ ମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *