‘ତାରା ତାରିଣୀ’ ରେ ମୋହନା ଭୂମିକା ରେ ଅଭିନୟ କରିବାକୁ ଯାଉଛନ୍ତି ମାନିନି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ମାନିନୀ ବହୁ ଚର୍ଚ୍ଚିତ ଟିଭି ସୋ  ‘ତାରା ତାରିଣୀ’ ରେ ମୋହନା ଭୂମିକା ରେ ଅଭିନୟ କରିବାକୁ ଯାଉଛନ୍ତି ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ତାରା ତାରିଣୀ ଧାରାବାହିକ ବିଷୟରେ ଭଲ ଭାବେ ଜାଣିଥିବେ ତେବେ ଏହି ଟିଭି ସୋ ଟି ବର୍ତ୍ତମାନ ଓଡ଼ିଶାର ଦର୍ଶକ ମାନଙ୍କ ଅତ୍ୟଧିକ ହୃଦୟସ୍ପର୍ଶୀ । ଏହାର କାରଣ ଏଥିରେ ଆକ୍ଟିଙ୍ଗ କରୁଥିବା ଆକ୍ଟର ମାନଙ୍କ ପାଇଁ ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇ ପାରିଛି । ତେବେ ଏଥିରେ ଆକ୍ଟିଙ୍ଗ କରୁଥିବା ମୋହନା କିଛି କାରଣ ବଶତଃ ଏହି ଟିଭି ସୋ ରୁ ଅଲବିଦା ନେବାକୁ ଯାଉଛନ୍ତି । 

 

ତେବେ ଯାହା ଫଳରେ ତାଙ୍କ କ୍ୟାରେକ୍ଟର ରେ ଆସିବାକୁ ଯାଉଛନ୍ତି ଆଉ ଜଣେ ନାୟିକା ତେବେ ଏହି ନାୟିକା ଜଣକ ହେଉଛନ୍ତି ସାର୍ଥକ ରେ ପ୍ରସାରିତ ହେଉଥିବା ମାନିନୀ ର ମୁଖ୍ୟ ନାୟିକା । ତେବେ ଛନ୍ଦିତା ଙ୍କ ଭୂମିକା ରେ ଅଭିନୟ କରିବାକୁ ଯାଉଛନ୍ତି ସୁଇଟ   ପଟନାୟକ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *