କୃଷକ ଆନ୍ଦୋଳନ ଏଥର ଫସିବେ ବଡ଼ ବଡ଼ିଆ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ବଡ଼ ବଡ଼ ସେଲିବ୍ରିଟି ମାନେ ନିଜର ଟୁଇଟର ଆକାଉଣ୍ଟ କୁ ନେଇ ବର୍ତ୍ତମାନ ବିବାଦ ରେ ଛନ୍ଦି ହୋଇ ଯାଉଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ସମୟରେ ଦେଶରେ କୃଷକ ଆନ୍ଦୋଳନ ଯେଭଳି ଭାବେ ପ୍ରତିଦିନ ତୀବ୍ର ରୁ ତୀବ୍ର ତର ହେବାରେ ଲାଗିଲାଣି । ଯାହା ଜଣାପଡୁଛି ସରକାର ସେମାନଙ୍କ କଥା ନିଶ୍ଚୟ ଶୁଣିବେ । ତେବେ ଏହା ତ କିଛି ନୁହେଁ ବର୍ତ୍ତମାନ ସମୟରେ ଏହି କୃଷକ ଆନ୍ଦୋଳନ କୁ ନେଇ ଦେଶ ତଥା ବିଦେଶରେ ବହୁ ବଡ଼ ବଡ଼ ସେଲିବ୍ରିଟି ମାନେ ଯେଉଁଭଳି ଭାବେ ମତ ବ୍ୟକ୍ତ କରୁଛି ତେବେ ସେଥିରୁ ଯାହା ଜଣାପଡୁଛି କୃଷକ ଆନ୍ଦୋଳନ କୁ ସେମାନେ ସପୋର୍ଟ କରିବାସ ସହ ଦେଶ ର ସରକାର ଙ୍କୁ ସେମାନେ ସିଧା ସଳଖ ସରକାରଙ୍କୁ ଆଙ୍ଗୁଳି କରୁଛନ୍ତି ।

 

ତେବେ ଯାହା ସରକାର ଚାହୁଁନାହିଁ ଯାହା ଫଳରେ ଟୁଇଟର ସାହାଯ୍ୟରେ ସେମାନଙ୍କ ଆକାଉଣ୍ଟ ବ୍ଲକ କରିଦେଉଛି । ତେବେ ବର୍ତ୍ତମାନ ଭାରତ ସେଲିବ୍ରିଟି ମାନେ ତାଙ୍କର ଟୁଇଟର ଆକାଉଣ୍ଟ ରେ ଛାଡୁଥିବା ମତ ରୁ ଏହା ଜଣାପଡୁଛି କି ସରକାର ତାଙ୍କୁ ନିଜ ସପକ୍ଷରେ କହିବା ପାଇଁ କହୁଛନ୍ତି । ଯାହାକୁ କଂଗ୍ରେସ ଏବଂ ମହାରାଷ୍ଟ୍ର ର ସରକାର ଗତ କାଲି ମିଡ଼ିଆ ଡାକି କରି କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *