ଦେଖନ୍ତୁ ଅର୍ଚ୍ଚିତା କିଭଳି ନିଜର ମାମା ଙ୍କ ର ଜନ୍ମଦିନ ପାଳନ କରିଛନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଅର୍ଚ୍ଚିତା ନିଜ ମାମା ଙ୍କ ର ଜନ୍ମଦିନ ପାଳନ କରୁଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ସବୁଠାରୁ ସୁନ୍ଦରୀ ହିରୋଇନ ଅର୍ଚ୍ଚିତା ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ସେ ନିଜର ଆକ୍ଟିଙ୍ଗ ରେ ଯେଭଳି ମାହୀର ସେହିଭଳି ମଡେଲିଙ୍ଗ ର ମଧ୍ୟ ମାହୀର । ତେବେ ସେ ବହୁ ବାର ମିଶ ଇଣ୍ଡିଆ ହୋଇ ଓଡିଶା ପାଇଁ ଗୌରବ ନେଇ ଆସିଛନ୍ତି । ତେବେ ଅର୍ଚ୍ଚିତା ନିଜ ମମି ଙ୍କୁ ବହୁତ ଭଲ ପାଆନ୍ତି ।

 

 ସେ ନିଜର ବାପା ଙ୍କ ର ଦେହାନ୍ତ ପରେ ଛୁଆ ବେଳୁ ନିଜ ମାମା ଙ୍କ ସହ ବଢ଼ିଛନ୍ତି । ତେବେ ସେ ନିଜର ମାମା ଙ୍କ ଜନ୍ମଦିନ ଖୁବ ଧୁମ ଧାମ ରେ ପାଳନ କରିଛନ୍ତି । ଯେଉଁଥିରେ ଓଲିଉଡ ର ବହୁ କଳାକାର ରହିବା ସହ କେକ କାଟିଥିଲେ। ଏବଂ ନାଚ ଗୀତ ମଧ୍ୟ ହୋଇଥିଲା ଯାହାକୁ ଅର୍ଚ୍ଚିତା ନିଜ କ୍ୟାମେରା ମାଧ୍ୟମରେ ଶୁଟିଂ କରି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *