ହସ୍ପିଟାଲ ରେ ମହିଳା ଜଣକ ଏଭଳି କାଣ୍ଡ କରୁଥିଲେ ଧରା ପଡିବା ପରେ ,ଯାହା ହେଲା ବିଶ୍ୱାସ କରି ହେବନି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ହସ୍ପିଟାଲ ରେ ମହିଳା କରୁଥିବା ସେହି ଖରାପ କାର୍ଯ୍ୟ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ  ମୁଁ ଆପଣଙ୍କୁ କହିଦେବାକୁ ଚାହୁଁଛି ଯେ କେବେହେଲ ବି ଜୀବନରେ ସବୁ କାର୍ଯ୍ୟ କରିବେ କିନ୍ତୁ ଚୋରି କେବେ କରିବେ ନାହିଁ । ଯଦି ଚୋରି କରି ଧରା ପଡିଯାଆନ୍ତି ତେବେ ଯାହା ହେବ ତାହା ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ । ସେହିଭଳି ଏକ ରୋମାନଞ୍ଚକର ଘଟଣା ଆସି ପହଂଚିଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । 

 

ତେବେ ଏକ ମେଡିକାଲ ରେ ଜଣେ ମହିଳା ଜଣକ ଧୀରେ ଧୀରେ ଯାଇ କରି ଲୋକ ମାନଙ୍କ ମୋବାଇଲ ଫୋନ କୁ ଚୋରି କରିଦେଉଛନ୍ତି । ତେବେ ମହିଳା ଜଣକ ସମ୍ପୁର୍ଣ ଦେହ କୁ ଢାଙ୍କି ଦେଇ ଥିବାରୁ ତାର ମୁହଁ ଦେଖା ଯାଉନାହିଁ । କିନ୍ତୁ ତାହାର ସମସ୍ତ ହରକତ କୁ କ୍ୟାମେରା ରେ କଏଦ କରା ଯାଇଛି । ଯାହା କୁ ମେଡିକାଲ ର କର୍ତ୍ତୃପକ୍ଷ ମାନେ ଭାଇରାଲ କରିବାରେ ଲାଗିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *