ଶୁଣନ୍ତୁ ୧୦୮ କୁ କଲ କରି କେମିତି କହୁଛନ୍ତି ଆମ୍ବୁଲାନ୍ସ ପଠାଓ ଜଲ୍ଦି ମୋ ର ପ୍ରେମ ରୋଗ ହୋଇଛି….

ଅସାମାଜିକ ଯୁବକ କରୁଛନ୍ତି ଉତ୍ପାତ ୧୦୮ ଆମ୍ବୁଲାନ୍ସ କୁ            ଫେକ୍ କଲ୍

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା କିଛି ଅସାମାଜିକ ଯୁବକଙ୍କ ବିଷୟ ରେ । ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

୧୦୮ ଆମ୍ବୁଲାନ୍ସ କୁ ଫେକ କଲ୍ ଥରେ ନୁହଁ ଦୁଇ ଥର ନୁହଁ ବାରମ୍ବାର ଏମିତି କଲ୍ କରୁଛନ୍ତି । କିଛି ଅସାମାଜିକ ବେକ୍ତି୤ ଏମିତି କଲ୍ କରି ବହୁ ଆସିଲ ଭାଷା ରେ ଗାଳି ଗୁଲଜ କରିବା ସହ ଝିଅ ପିଲା ମାନେ କଲ୍ ରେଶିଭ କଲେ ତାଙ୍କୁ ପ୍ରେମ ନିବେଦନ କରୁଛନ୍ତି । ଆସନ୍ତୁ ଦେଖିବା ତାର କିଛି ଭିଡିଓ।

 

କିଛି ଅସାମାଜିକ ବେକ୍ତି୤ ମାନଙ୍କ ପାଇଁ ଏବେ ୧୦୮ ଜରୁରୀ କାଳୀନ ସେବା କୁ ପ୍ର୍ୟତେକ୍ ଦିନ  ଫକେ କଲ୍ ଆସୁଚି। ଏହା ଦ୍ବାରା ୧୦୮ ଆମ୍ବୁଲାନ୍ସ ସେବାରେ ବାଧା ସୃଷ୍ଟି ହେଉଛି । ଯାହା ଏହି ୧୦୮ ଆମ୍ବୁଲାନ୍ସ ସେବା କୁ ଟାଇମ୍ ପାସ୍ ଏବଂ ମଜା ମସ୍ତି କରିବାର ଜାଗା ବୋଲି ଭାବୁଛନ୍ତି । ଏହାବାବଦରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପାଖରେ ଅଭିଯୋଗ କରାଯାଇଛି । ଏହି ଅମାନିଆ ଯୁବକଙ୍କୁ ଧରି କଠୋର ରୁ କଠୋର ଦଣ୍ଡ ଦେବାପାଇଁ କିଛି ବରିଷ୍ଠ ବ୍ୟକ୍ତି ମାନେ ଗଣମାଧ୍ୟମ ସାମ୍ନା ରେ ମତ ରଖିଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *