ମଦ, ପେଟ୍ରୋଲ , ଡିଜେଲ ଉପରେ ଲାଗିଲା ଏହି ଟିକସ ବଢ଼ିପାରେ ଦର….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଟ୍ୟାକ୍ସ ରେ ମଦ ,ପେଟ୍ରୋଲ ଏବଂ ଡିଜେଲ ଉପରେ ଏହାର କଣ ପ୍ରଭାବ ପଡିଲା ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜଣାଇଥିବେ ଗତ କିଛି ମାସ ହେବ ପେଟ୍ରୋଲ ,ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହି ଦର ବର୍ତ୍ତମାନ ଆକାଶ ଛୁଆଁ ହୋଇଗଲାଣି । ତେବେ ସାଧାରଣ ଲୋକ ମାନେ ପେଟ୍ରୋଲ ଦର କୁ  ନେଇ ହେଉଛନ୍ତି ଅତ୍ୟଧିକ ହଇରାଣ ହରକତ । ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଆଣିଥିବା ବଜେଟ ରେ ମଦ , ପେଟ୍ରୋଲ ଏବଂ ଡିଜେଲ ଉପରେ ବହୁଳ ମାତ୍ରରେ ପ୍ରଭାବ ପପକାଇବାକୁ ଯାଉଛି ତେବେ । 

 

ସରକାର ବର୍ତ୍ତମାନ ଏକ ଟ୍ୟାକ୍ସ ଲାଗୁ କରିଛନ୍ତି ଜାହାକୁ ସେସ ଟ୍ୟାକ୍ସ କୁହାଯାଏ । ଏହି ଟ୍ୟାକ୍ସ ଅନୁସାରେ ବର୍ତ୍ତମାନ ତୈଳ କମ୍ପାନୀ ଗୁଡିକରେ ପ୍ରତ୍ୟେକ ପେଟ୍ରୋଲ ଏବଂ ଡିଜେଲ ପିଛା ସରକାର ଙ୍କୁ ପେଟ୍ରୋଲ ଏବଂ ଡିଜେଲ କମ୍ପାନୀ ମାନେ ୩-୪ ଟଙ୍କା ଦେବେ । ଯାହାର ପ୍ରଭାବ ସିଧା ସଳଖ ଗ୍ରାହକ ଙ୍କ ଉପରେ ପଡିବ । ତେବେ ସେହିଭଳି ମଦ ଉପରେ ମଧ୍ୟ ସେସ ଟ୍ୟାକ୍ସ ଲାଗୁ ହୋଇଅଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *