ନଖ ଉପରେ ଥିବା ଧଳା ଚିନ୍ହ ରୁ ଜାଣନ୍ତୁ ଭବିଷ୍ୟତ ବିଷୟରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ନଖ ଉପରେ ଥିବା ସାଧାରଣ ଭଳି ଦେଖା ଯାଉଥିବା ଚିନ୍ହ ବିଷୟରେ ଯାହାକୁ ନେଇ ଆପଣ ଆପଣଙ୍କର ଭବିଷ୍ୟତ ବିଷୟରେ ଜାଣି ପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ସାଧାରଣତଃ ଲକ୍ଷ୍ୟ କରୁଥିବେ ନଖ ଉପରେ ବିଭିନ୍ନ ପ୍ରକାର ର ଚିନ୍ହ ଥାଏ । ଯେମିତିକି ଧଳା କିମ୍ବା ହଳଦିଆ ରଙ୍ଗର । ତେବେ ସାଧାରଣ ଲୋକ ମାନେ ଏହି ଚିନ୍ହ ଉପରେ ନଜର ଦିଅନ୍ତି ନାହିଁ । ତେବେ ଏହାର ବହୁତ କିଛି କାରଣ ଥାଏ ଯାହା ଭବିଷ୍ୟତ ବିଷୟରେ ବହୁ କିଛି ସୂଚନା ଦେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ନଖ ରେ ଧଳା ଚିନ୍ହ ଥିଲେ କି ସଙ୍କେତ ଦେଇଥାଏ ।

 

ତେବେ ଯଦି ଆପଣଙ୍କ ର ତର୍ଜନୀ ଆଙ୍ଗୁଠି ରେ ଏହି ଚିନ୍ହ ଥାଏ ତେବେ ଆପଣଙ୍କ ର କୌଣସି ସାଙ୍ଗ ବହୁତ ଶୀଘ୍ର ଆପଣଙ୍କ ପାଖକୁ ଆସିବାକୁ ଯାଉଛି । ତେବେ ଯଦି ଆପଣଙ୍କ ର ମଧ୍ୟମ ଆଙ୍ଗୁଠି ରେ ଥାଏ ତେବେ ଆପଣଙ୍କୁ କିଛି ଉପହାର ମିଳିବ । ଯଦି ଅନାମିକା ଆଙ୍ଗୁଠି ରେ ଦେଖାଯାଏ ତେବେ ଆପଣ ରାଜ୍ୟ ବାହାରକୁ କୁଆଡେ ବୁଲିବାକୁ ଯାଇପାରନ୍ତି । ଯଦି ଏହି ଚିନ୍ହ ଆପଣଙ୍କ ର କନିଷ୍କ ଆଙ୍ଗୁଠିରେ ଦେଖା ଯାଉଛି ତେବେ ଆପଣଙ୍କ ର ଧନ ପ୍ରାପ୍ତି ର ଯୋଗ ଦେଖା ଯାଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *