ଓଡ଼ିଆ ଧାରାବାହିକ ଜଗତର ଅଭିନେତ୍ରୀ ଜସ୍ମିନୀ ରଥ(ରୋଦ୍ରି) ଙ୍କ ବଡ଼ ଭଉଣୀ ଙ୍କ ବାହାଘର….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଓଡ଼ିଆ ଧାରାବାହିକ ଜଗତର ଅଭିନେତ୍ରୀ ଜସ୍ମିନୀ ରଥ(ରୋଦ୍ରି) ଙ୍କ ଭଉଣୀ ବାହାଘର ବିଷୟରେ । ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଜସ୍ମିନି ରଥ ଯାହାକୁ ଆମେ ରୋଦ୍ରୀ ଜାଣିଛନ୍ତି । ଓଡ଼ିଶା ର ସନ୍ଧ୍ୟା ହେଲେ ପ୍ରତେକ ଘରେ ଓଡ଼ିଆ ଧାରାବାହିକ ର ଆସର ଜମେ । ସେଥି ମଧ୍ୟ ରୁ ତରଙ୍ଗ ରେ ପ୍ରସାରିତ ଏକ ଧାରାବାହିକ ମାୟା ଯାହା ବହୁଲୋକ ଙ୍କ ର ବହୁତ୍ ପଶନ୍ଦ ର ଧାରାବାହିକ ।

ଜସ୍ମିନୀ ରଥ ( ରୋଡ୍ରି) ଯିଏ ମାୟା ଧାରାବାହିକ ରେ ଅଭିନେତ୍ରୀ ଅଟନ୍ତି । ମାୟା ଧାରାବାହିକ ରେ ଜସ୍ମିନୀ ରଥ ଇଚ୍ଛା ଧାରି ନାଗୁଣିର ଅଭିନୟ କରୁଛନ୍ତି । ଏହି ଶିରିଏଲ୍ ରେ ତାଙ୍କ ଅଭିନୟ ଦେଖି ଲୋକେ ତାଙ୍କୁ ବହୁତ୍ ପସନ୍ଦ କରୁଛନ୍ତି । ଗତ କାଲି ଜସ୍ମିନୀ ରଥ ଙ୍କ ବଡ଼ ଭଉଣୀ ଙ୍କ ବାହାଘର ହେଇଚି । ଏହି ବାହାଘର ରେ ଜସ୍ମିନୀ ରଥ ବହୁତ୍ ଖୁସି ରେ ମସ୍ତି କରିଛନ୍ତି।

ଜସ୍ମିନୀ ରଥ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ଅଭିନେତା ଅଭିନେତ୍ରୀ ଙ୍କୁ ତା ଙ୍କ ଭଉଣୀ ବାହାଘର ରେ ନମନ୍ତ୍ରଣ କରିଥିଲେ । ଏବଂ ଭଉଣୀ ବାହାଘର ରେ ବହୁତ୍ ଡନ୍ସ କରିବା ସହ ବହୁତ୍ ମସ୍ତି କରିଛନ୍ତି।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *