ସାଙ୍ଗ ମାନଙ୍କ ସହ ବଣ ଭୋଜି ସମୟରେ ଏମିତି କିଛି ଘଟିଲା ବାବୁଶାନ ଙ୍କ ସହ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବାବୁଶାନ୍ ତାଙ୍କ ସାଙ୍ଗ ମାନଙ୍କ ସହିତ ବଣଭୋଜି ରେ କଣ ଘଟିଲା । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ବହୁ କାମ ଦିନ ରେ ନିଆରା ଅନ୍ଦାଜ ଏବଂ ସୁନ୍ଦର ଅଭିନୟ ପାଇଁ ଦର୍ଶକ ଙ୍କ ର ଅତି ପ୍ରିୟ ହୋଇପାରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ହିରୋ ହେବାକୁ ହେଲେ ସୁନ୍ଦର ଏବଂ ଫିଟ୍ ଚେହେରା ରହିବା ଦରକାର । ସେମିତି ଜଣେ କଳାକାର ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର ଦୂପର୍ ଯୋଡି ଉତ୍ତମ ଏବଂ ଅପରାଜିତା ଙ୍କ ପୁଅ ବାବୁଶାନ୍ । ସେ ଜଣେ ବି ସୁପର ଷ୍ଟାର୍ ଅଟନ୍ତି । ବାବୁଶାନ୍ ଅଭିନୀତ ଅନେକ ଓଡ଼ିଆ ଫିଲ୍ମ୍ ଅଛି ଯାହା ଲଭ୍,ରୋମାନ୍ସ, ଆକ୍ସନ୍, ଡ୍ରାମା  ରେ ପୁରା ଭରି ରହି ଥାଏ ।

 

ବାବୁଶାନ୍ ଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଚକ୍ଳେଟ୍ ହିରୋ ମଧ୍ୟ କହନ୍ତି । ଆପଣ ଜାଣିଛନ୍ତି ବାବୁଶାନ୍ ଙ୍କ ର ବିବାହ ହୋଇସାରିଛି । ଆପଣ ଜାଣିଥିବେ ବର୍ତମାନ ବଣ ଭୋଜି ସମୟ ଚାଲିଛି ସମସ୍ତେ ସାଙ୍ଗ ମାନଙ୍କ ସହ ବଣଭୋଜି ରେ ବ୍ୟସ୍ତ ଥାନ୍ତି । କାହାର ବା ମନ ନଥାଏ ସାଙ୍ଗ ମାନଙ୍କ ସହ ବଣଭୋଜି କରିବାକୁ । ସେମିତି  ବାବୁଶାନ୍ ତାଙ୍କ ଜନ୍ମ ଭୂମି ବାରିପଦା ରେ ତାଙ୍କ କିଛି ସାଙ୍ଗ ମାନଙ୍କ ସହ ବଣଭୋଜି ରେ ମଜଗୁଲ୍ ଅଛନ୍ତି ଯାହା ର କିଛି ଫଟୋ ସାମ୍ନା କୁ ଆସିଛି । ଗାଁ ରେ ଗୋଟେ ମାଟି ଘରେ ସାଙ୍ଗ ମାନଙ୍କ ସହ ନିଜେ ରୋଷେଇ କରି ପୁରା ମସ୍ତି କରି ଭିଡିଓ ପୋଷ୍ଟ କରିଥିଲେ । ଯାହା ସେ ନିଜେ ଜଣେ ସେଲିବ୍ରେଟି ହେଇ ବି ସାଙ୍ଗ ମାନଙ୍କ ସହ ବଣଭୋଜି ରେ ରୋଷେଇ କରିବା କୁ ନେଇ ତାଙ୍କର ପେନ୍ ମାନେ ବହୁତ୍ ଖୁସି ଅଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *