ତରଙ୍ଗ ଆୱାର୍ଡ ସୋ ରେ କୁନି ତାରିଣୀର ହାଇଲାଇଟ ହେଲେ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ।  ଆଜି ଆମେ ତରଙ୍ଗ ଟିଭି ରେ ପ୍ରସାରିତ  ଓଡ଼ିଆ ଧାରାବାହିକ ତାରା ତାରିଣୀ ପରିବାର ବିଷୟରେ ଏମିତି କିଛି ଦମଦାର ଖବର ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ଓଡ଼ିଶା ରେ ଘରେ ଘରେ ପରିଚିତ । ଯାହାକି ଏହି ଧାରାବାହିକ ରେ ଡ୍ରାମା , ରୋମାନ୍ସ , ଲଭ୍ , କମେଡି ଭରୀ ରହିଛି । ଏବଂ ସେହି  ଧାରାବାହିକ ର ସବୁଠାରୁ ଖାସ୍ କଥା କୁ ସେଥିରେ ଅଭିନୟ କରୁଥିବା ଦୁଇ କୁନି ଝିଅ ତାରା ତାରିଣୀ ଏବଂ ଭୀର୍ ଙ୍କ ମସ୍ତି ଏବଂ ଘରକୁ କେମିତି ସବୁ ବିପଦ ରୁ ବଞ୍ଚେଇ ପାରିବେ ଏଇ କଥା ଗୁଡାକ ତାର ସବୁଠୁ ଖାସ୍ ।

 

ଏଇ କିଛି ଦିନ ହେବ ତରଙ୍ଗ ସିନେ ଆୱାର୍ଡ଼ ଯାଉଚି । ଯେଉଁଠି ତରଙ୍ଗ ଟିଭି ର ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ଉପସ୍ଥିତ ଥିଲେ ଏବଂ ବହୁ ବଡ ବଡ଼ ସିନେ ତାରକା ମାନେ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ କୁନି ତାରା ଏବଂ ତାରିଣୀ ଏମିତି ମଡଲିଂ କରି ଆସିଥିଲେ ସବୁ କଳାକାର ମାନେ ଦେଖି ଘଡ଼ିଏ ଚାହିଁ ରହୁଥିଲେ । କୁନି ତାର ଅସି ତାରିଣୀ ସେହି ଆୱାର୍ଡ଼ ବହୁତ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଏହା ଦେଖି ସବୁ କଳାକାର ମାନେ ଖୁସି ହେଇଥିଲେ । ଏବଂ ସେହି ଆୱାର୍ଡ଼ ରେ ସେ ବହୁତ୍ ମସ୍ତି କରିଥିଲେ । ତାଙ୍କ ସହ ସେହି ଆୱାର୍ଡ଼ ଶୁ ରେ ମଧ୍ୟ ଭିର ମଧ୍ୟ ବହୁତ୍ ମଜା ମସ୍ତି କରିଛନ୍ତି । ଆସନ୍ତୁ ତାର କିଛି ଝଲକ ଫୋଟୋ ମାଧ୍ୟମ ରେ ଦେଖିବା ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *