ଛାଡ଼ିଗଲା ପୁଅର ପ୍ରେମ ନିଶା । ବାବା ବେଶରେ ଆସିଥିଲା ଧରା ପଡିଲା ବହେ ଖାଇଲା ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ରଙ୍ଗିନ ପ୍ରେମିକ ର କାହାଣୀ ବିଷୟରେ ଯାହା ତାକୁ ବହୁତ ମହଙ୍ଗା ପଡିଲା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ଲୋକଙ୍କୁ ପ୍ରେମ ପାଇଁ ଜୀବନ ଦେଇଥିବାର ଦେଖିଥିବେ । କିନ୍ତୁ କଣ ଆପଣ କେବେ ଆଗରୁ ଜାଣିଛନ୍ତି ପ୍ରେମ ପାଇଁ ହେବାକୁ ପଡିବ ବାବା ବେଶ ଏବଂ ଏହା ପାଇଁ ମାଡ଼ ମଧ୍ୟ ଖାଇବାକୁ ପଡିବ । ତେବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ଼ ଅଞ୍ଚଳ ରୁ ତେବେ ଗତ କାଲି ଏକ ବ୍ବାବା ରୂପରେ ଏକ ପିଲା ବୁଲୁଥିବାର ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କଲେ । 

 ତାଙ୍କୁ ପଚରା ଉଚରା କରିବାରୁ ଵାବା ବେଶରେ ଆସିଥିବା ପିଲା ର ଲଗାଇଥିବା ଦାଢ଼ି ଟି କୁ ଅସମାନ୍ୟ ଲାଗିବାରୁ ତାଙ୍କ ଭିତରୁ ଜଣେ ଟାଣିଦେଲେ ଯାହା ଫଳରେ ସେ ମିଛ ବାବା ବୋଲି ଜଣା ପଡିଲା । ଏହା ପରେ ଭଲେସେ ମାଡ଼ ବସିଗଲା ପରେ ବାବା ସତ କଥା କହିଲେ । ତେବେ ସେ କହିଛନ୍ତି ସେ ଅନୁଗୁଳ ଜିଲ୍ଲା ର +୨ ପାଠ ପଢୁଥିବା ଛାତ୍ର । ନିଜର ପ୍ରେମିକା କୁ ଦେଖା କରିବାକୁ ଆସିଥିଲେ । ତେବେ ପ୍ରେମ ପାଇଁ କେତେ ବଳିଦାନ ଦେବାକୁ ପଡେ ଆପଣ ଜାଣି ପାରୁଥିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *