ଆସିଲା ଓଡ଼ିଶାରେ ସବୁଠାରୁ ବଡ଼ ନିଯୁକ୍ତି ସୁଯୋଗ । ବାହାରିଲା ୧୨୩୯ ଟି ପଦବୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସରକାରଙ୍କ ଦ୍ୱାରା ଆସିଥିବା ସବୁଠାରୁ ବଡ଼ ନିଯୁକ୍ତି ସୁଯୋଗ ସମ୍ପର୍କରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ କରୋନା ପରିସ୍ଥିତି ରେ ଯେଉଁ ଭଳି ଭାବେ ଚାକିରୀ ର ଆଵଶ୍ୟକତା ରହିଛି । ତାହା ବହୁ ଲୋକଙ୍କୁ ନିହାତି ଆବଶ୍ୟକ । ତେବେ ବର୍ତ୍ତମାନ ସରକାରଙ୍କ ତରଫରୁ ଆସିଛି ଏକ ବଡ଼ ସୂଚନା । ଯେଉଁଥିରେ ୧୨୩୯ ଟି ପଦବୀ ପାଇଁ ଆସିଛି ନିଯୁକ୍ତି ସୁଯୋଗ । ତେବେ ଏଥିରେ ରହିଛି ୩୫୪ ଟି RI ପଦବୀ ପାଇଁ ୪୦୨ ଟି ପଦବୀ ARI ଏବଂ ୪୮୩ ଟି ପଦବୀ ରହିଛି AMINA ପାଇଁ । 

 

ତେବେ ଏଭଳି ସ୍ଥଳେ ଆପଣ ବର୍ତ୍ତମାନ ଠାରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଏହି ପଦବୀ ପାଇଁ ମାସିକ ଦରମା ରହିଛି ୧୬୮୦୦ , ୮୮୦୦ , ୧୦୦୦୦ ଯଥାକ୍ରମେ RI , ARI , AMINA ପାଇଁ ରହିଛି । ତେବେ ଆପଣ ଏହି ସବୁ ଚାକିରୀ ବିଷୟରେ ଆପଣ ସରକାରୀ ୱେବ ସାଇଟ କୁ ଯାଇ ଦେଖି ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *