ଆସନ୍ତା ଫେବୃଆରୀ ୨୦୨୧ ଠାରୁ ବଦଳିବାକୁ ଯାଉଛି ଏହି ୮ ଟି ରାଶିର ଭାଗ୍ୟ।  ହେବାକୁ ଯାଉଛନ୍ତି କୋଟିପତି…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ  । ଆଗାମୀ ୨୦୨୧ ଫେବୃଆରୀ ମାସ ଠାରୁ କିଭଳି ଭାବେ ଏହି ୮ ଟି ରାଶି ର ଖୋଲିବାକୁ ଯାଉଛି ଭାଗ୍ୟ । କୀଭଳି ଭାବେ ଏମାନେ ସବୁଠାରୁ ଅଧିକ ସୁଖ ସଂବୃଦ୍ଧି ରେ ଜୀବନ କାଟିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଏହି ୨୦୨୦ ଏକ ଅଭିଶପ୍ତ ବର୍ଷ ଯାହା ସବୁ ରାଶି ନକ୍ଷତ୍ର ଉପରେ ପକାଇ ଥିଲା ଖରାପ ପ୍ରଭାବ । କିନ୍ତୁ କୁହାଯାଏ କି ଦୁଖ ପରେ ଯେପରି ସୁଖ ଆସେ ସେହିଭଳି ୨୦୨୧ ଫେବ୍ରୁଆରୀ ମାସ ଠାରୁ କିଛି ରାଶି ମାନଙ୍କ ପାଇଁ ସୁଖ ସଂବୃଦ୍ଧି ନେଇ ଆସିବ କିଛି ରାଶି ମାନଙ୍କ ର ମାଧ୍ୟମ ଓ କିଛି ରାଶି ମାନଙ୍କ ର ଖରାପ ଫଳ ଦେବ ତେବେ ଜାଣନ୍ତୁ କାହାର କି ପ୍ରଭାବ ପଡିବ  ଜାଣନ୍ତୁ ।

 

ମେଷ- ପାରିବାରିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ । କ୍ରମକ୍ଷେତ୍ରରେ ପ୍ରଶଂସା ହେବ । ବ୍ୟବସାୟରେ ବନ୍ଧୁତ୍ଵ ଦ୍ଵାରା ଆପଣ ବହୁତ ଲାଭ ବାନ ହେବେ । କୃଷି କାର୍ଯ୍ୟରେ ଉନ୍ନତି କରିବେ । ମହିଳା ଏବଂ ବିଦ୍ୟାର୍ଥୀ ମାନେ ଆନନ୍ଦରେ ସମୟ କାଟିବେ ।

 

ବୃଷ- ଧର୍ମ ପ୍ରତି ଆଗ୍ରହ ବଢିବ । ଚାକିରିରେ ପଦଉନ୍ନତିର ସମ୍ଭାବନା ଅଛି । ବ୍ୟବସାୟରେ ବନ୍ଧୁଙ୍କ ଦ୍ଵାରା ଆପଣ ଲାଭବାନ ହେବେ । ଶାରୀରିକ ସୁସ୍ଥତା ମିଳିବ । ପରିବାରରେ ଶାନ୍ତି ମିଳିବ । ମହିଳା ଏବଂ ଛାତ୍ର ଛାତ୍ରୀମାନେ ଆନନ୍ଦିତ ହେବେ । ଏମାନଙ୍କ ଜୀବନ ଅତ୍ୟଧିକ ଆନନ୍ଦରେ କାଟିବ । ଏମାନଙ୍କର ଦାମ୍ପତ୍ତ୍ୟ ଜୀବନ ଅତ୍ୟଧିକ ଆନନ୍ଦମୟ ରହିବ ।

 

କର୍କଟ- ଲାଭର ଆପଣଙ୍କର ବହୁତ ହୋଇପାରେ । ପାରିବାରିକ ଗଣ୍ଡଗୋଳ ସମାଧାନ ହେଇଯିବ । ବନ୍ଧୁମାନେ ସାହାଜ୍ୟ ଓ ସହଯୋଗ କରିବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । କ୍ରମ କ୍ଷେତ୍ରରେ ସହକ୍ରମୀ ମାନେ ସହଯୋଗ କରିବେ । ସ୍ୱାସ୍ଥ୍ୟ ଅଧିକାଂଶ ସମୟରେ ଭଲ ରହିବ ।

 

କନ୍ୟା-  ଏହି ବର୍ଷରେ ଜୀବନରେ ଏପର୍ଯ୍ୟନ୍ତ ଯାହା ସମସ୍ୟା ରହିଥିଲା ତାହା ସବୁ ଦୂର ହୋଇଯିବ ଓ ଉନ୍ନତିର ନୂଆ ରାସ୍ତା ଆପଣଙ୍କୁ ମିଳିବ । ଏହି ସମୟ ବ୍ୟାପାରିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେବ । ଧନ ଲାଭର ଯୋଗ ବନୁଛି ।

 

ତୁଳା- ବ୍ୟବସାୟରେ ଆପଣଙ୍କ ଉନ୍ନତି ଘଟିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ସନ୍ତୁଷ୍ଟ ହେବେ । ମହିଳା ଏବଂ ବିଦ୍ୟର୍ଥୀମାନେ ଆନନ୍ଦରେ ସମୟ କାଟିବେ । ଯେଉଁ ଲୋକ ପ୍ରଥମରୁ ଚାକିରି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କୁ କୌଣସି ବଡ ଧରଣର ଖୁସିର ଖବର ଶୁଣିବାକୁ ମିଳିବ ।

 

ଧନୁ- ବିଦେଶ ଯାତ୍ରା ଆପଣ କରିପାରିବେ । ଅଯଥା ଶତ୍ରୁ ଭୟ ଦେଖାଦେବ । ସାବଧାନ ଭାବରେ ଚାଲନ୍ତୁ । କର୍ମକ୍ଷେତ୍ରରେ ଆପଣ ନିନ୍ଦିତ ହୋଇ ପାରନ୍ତି । ବ୍ୟବସାୟରେ ଲାଭର ଆଶା କମ ରହିବ । ମହିଳା ଏବଂ ବିଦ୍ୟର୍ଥୀ ମାନେ ନିଜ କାର୍ଯ୍ୟରେ ସଫଳ ହେବେ ।

 

ମକର-  ଏହି ବର୍ଷରେ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ଛାତ୍ରମାନେ ପାଠପଢାରେ ବହୁତ ଭଲ କରିବେ । ତୀର୍ଥ ଯାତ୍ରା କରିପାରନ୍ତି । ଚୋରର ଭୟ ଥିବାରୁ ସାବଧାନ ଭାବରେ ଚାଲନ୍ତୁ । ବ୍ୟବସାୟୀମାନେ କର୍ତବ୍ୟ ପଥରେ ଆଗେଇ ଯିବେ । ଦାମ୍ପତ୍ୟ ଜୀବନ ସୁଖମୟରେ କଟିବ । ମା ବାପାଙ୍କ ଆଶ୍ରିବାଦ ରହିଥିବାରୁ ସବୁ କାର୍ଯ୍ୟରେ ଉନ୍ନତି କରିବେ ।

 

କୁମ୍ଭ- ମାଲିମୋକଦମାରେ ବିଜୟୀ ହୋଇପାରନ୍ତି । ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ବ୍ୟବସାୟରେ ସାମାନ୍ୟ ଲାଭ ହୋଇପାରେ । କର୍ମ କ୍ଷେତ୍ରରେ ପଦଉନ୍ନତି ଘଟିପାରେ । ମହିଳାମାନେ ପ୍ରଶଂସିତ ହେବ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ଆଗେଇ ଯିବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *