ନବମ ଶ୍ରେଣୀ ର ଛାତ୍ରୀ କଲେ ଏଭଳି କାମ, ଦେଖିଲେ ଆପଣ ଚକିତ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ନବମ ଶ୍ରେଣୀ ର ଜଣେ ଛାତ୍ରୀ କରିଥିବା ଏକ କାଣ୍ଡ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଝିଅ ମାନେ ବିଭିନ୍ନ କାଣ୍ଡ କରିବାରେ ବ୍ୟସ୍ତ । ସେହିଭଳି ଏକ ନବମ ଶ୍ରେଣୀ ଏକ ଝିଅ କାଣ୍ଡ କରିଛି , ଯେଉଁଥିରେ ତାର ଘର ଲୋକ ଠାରୁ ଆରମ୍ଭ କରି ସମସ୍ତ ଙ୍କ ମୁଣ୍ଡ ତଳକୁ ହୋଇଯାଇଛି । ତେବେ ଏଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି ଗୁଜୁରାଟ ରେ । ତେବେ ଗୁଜୁରାଟ ର ଏକ ନବମ ଶ୍ରେଣୀର ଝିଅ ତାର ସହପାଠୀ ଏକ ପୁଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

 

 ଯାହା ଫଳରେ ସେମାନଙ୍କ ମଧ୍ୟରେ ପ୍ରେମ ବଢିବା ସହ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା । ଯାହା ଫଳରେ ସେମାନେ ଘରୁ ଚାଲିଯିବାକୁ ନିଷ୍ପତି ନେଲେ । ଯାହା ଫଳରେ ଝିଅ ଟି ଘରୁ ୧୫୦୦୦  ଏବଂ ପୁଅଟି ଘରୁ ୫୦୦୦ ନେଇ ସେହି ସ୍ଥାନ ରୁ ଫେରାର ହୋଇଗଲେ ।

 

 ତେବେ ସେମାନେ ଘରଠାରୁ ଦୂରକୁ ଚାଲି ଆସିବା ସହ ବିବାହ ମଧ୍ୟ କଲେ । ସେ ପଇସା ସରି ଗଲା ପରେ ତାଙ୍କ ମଧ୍ୟରେ ତିକ୍ତତା ବଢ଼ିଲା ।  ଯାହା ଫଳରେ ସେମାନେ ପ୍ପରସ୍ପର କୁ ଛାଡି ପୁଣି ତାଙ୍କ ଘରକୁ ଫେରି ଆସିଲା । ତେବେ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *