ଆପଣଙ୍କ ଗୋଟିଏ ସେୟାର ଏହି ଛୁଆ ର ଭବିଷ୍ୟତ ଉଜଳ କରିପାରେ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣ ଙ୍କୁ ଏକ ସମ୍ବେଦଶୀଳ ଘଟଣା ପରେ ବିଷୟରେ ଜଣାଇବୁ ଯାହା ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳ ର ଘଟଣା । ଖବର ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆପଣ ଜାଣିଥିବେ ବର୍ତମାନ ସମୟରେ ଆମେ କେଉଁଠି ନା କେଉଁଟି ଅନେକ ଆଶୀର୍ଯ୍ୟ ଘଟଣା ଶୁଣିବାକୁ ପାଉଛି ।ଯାହାକି ମେଡିକାଲ୍ ସାଇନ୍ସ ପାଇଁ ଚେଲେଞ୍ଜ କରି ଦେଉଚି । କିନ୍ତୁ ଦୁନିଆ ରେ ଏମିତି କିଛି ରୋଗ ନାହିଁ ଯାହା ଆମ ର ମେଡିକାଲ୍ ସାଇନ୍ସ ତାକୁ ସଫଳ ରୂପେ ଚିକିସ୍ୟା କରି ନାହିଁ ବୋଲି । ଆମେ ଆଜି ଆମ ଓଡିଶା ର ଏମିତି ଏକ ସମ୍ବେଦନଶୀଳ ଘଟଣା ଜେନେଇବୁ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ।

 

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ କୁସୁମାଟି ଗାଁ ର ଏକ ୫ ବର୍ଷ ର ଛୁଟ୍ ପିଲା ଯାହାର ନାମ ଜୀବନ ଯୋତ୍ୟୋ ସାହୁ ଯାହାର ଆଖି ରେ ଦିନକୁ ଦିନ ବଢୁଛି ଟ୍ୟୁମର ଯାହା ଆମ କୁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଲାଗୁଚି । ଏମିତି ଘଟଣା ଆମେ ଆଗରୁ ଦେଖି ନଥିଲେ । ଏଇଟି ପାଇଁ ସେ ପିଲା ବହୁତ୍ ଯନ୍ତ୍ରଣା ପାଉଛି ତାର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେ ପିଲା ର ବାପା ମା ସୋସିଆଲ ମିଡ଼ିଆ ମାଧ୍ୟମରେ କିଛି ସାହାଯ୍ୟ ମାଗୁଛନ୍ତି ।ତେଣୁ ସେପିଲ ପାଇଁ କିଛି ଭଲ ଲୋକ ସାହାଯ୍ୟ ର ହାତ ବଢ଼େଇ ଛନ୍ତି ।ଆମେ ଯଦି ସାହାଯ୍ୟ ହାତ ବଢେ଼ଇବା ସେ ପିଲା ଚିକିତ୍ସା ହେଇ ଭଲ ହେଇ ଜନ୍ତା ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *