ସୂର୍ଯ୍ୟ ଦେବତା ଙ୍କୁ ଜଳ ଦେବା ବେଳେ କୁହନ୍ତୁ ଏହି ମନ୍ତ୍ର ଯାହା ଚାହିଁବେ ତାହା ପାଇବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ମନ୍ତ୍ର ବିଷୟରେ ଯାହାକୁ ଆପଣ ସୂର୍ଯ୍ୟ ଦେବତା ଙ୍କୁ ଜଳ ଦେବା ବେଳେ  କହିପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ଜାଣିଛନ୍ତି ଗ୍ରହ ମାନଙ୍କ ମଧ୍ୟରେ ରାଜା ହେଲା ଶନି । ତେବେ ଶନି ହେଉଛନ୍ତି ସୂର୍ଯ୍ୟ ଙ୍କ ପୁତ୍ର । ତେବେ ଯଦି ଆପଣ ପ୍ରତିଦିନ ସକାଳୁ ସୂର୍ଯ୍ୟ ଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ଉପରେ କେବେବି ଶନି ଦଶା ପଡିବ ନାହିଁ । କେବେବି ଭଗବାନ ଯମ ଙ୍କ ଦଶା ପଡିବ  ନାହିଁ । କାରଣ ଯମ ବି ସୂର୍ଯ୍ୟ ଙ୍କ ପୁତ୍ର । 

 

ସେହିଭଳି ଯଦି ଆପଣ ପ୍ରତିଦିନ ସକାଳୁ ସୂର୍ଯ୍ୟ ଙ୍କୁ ପାଣି ବା ଜଳ ଅର୍ପଣ କରୁଥିବେ ତେବେ ଆପଣଙ୍କ ଜୀବନ ଖୁସି ରେ ଭରିଯିବା ସହ , ଧନ କିମ୍ବା କୌଣସି ବିପଦ କି ଦୁର୍ଘଟଣା ହେବ ନାହିଁ । ତେବେ ଆପଣ ପ୍ରତ୍ୟେକ ରବିବାର ଦିନ ସୂର୍ଯ୍ୟ ଙ୍କୁ ପ୍ରଣାମ କରି ଜଳ ଦାନ କରନ୍ତୁ । ଏବଂ ଦେଲା ବେଳେ କୁହନ୍ତୁ “ଓଁ ଓଁ ଘୃଣି ସୂର୍ଯ୍ୟାୟ ନମଃ’ ଏହି ମନ୍ତ୍ର କୁ ୧୦ ଥର ଜଳ ଦେବା ସହ ୧୦ ଥର କୁହନ୍ତୁ । ଏବଂ ଜଳ ଦେଇ ସାରିବା ପରେ ନତ ମସ୍ତକ ହୋଇ ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *