ତେବେ ନୂଆ ବାହାହୋଇଥିବା ରିୟା ତାଙ୍କ ସ୍ୱାମୀ ସହ ତାଙ୍କ ଶଶୁର ଘରେ କେମିତି ଅଛନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ନୂଆ ବାହା ହୋଇଥିବା ରିୟା ତାଙ୍କ ସ୍ବାମୀ ଙ୍କ ସହ ତାଙ୍କ ଶଶୁର ଘରେ କେମିତି ଅଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ଓଲିଉଡ଼ ର ନାୟିକା ରିୟା ଙ୍କୁ ତ ଭଲଭାବେ ଜାଣିଥିବେ । ତେବେ ସେ ଗୋଲାପୀ ଗୋଲାପୀ ରେ ନିଜର ଅଭିନୟ ର ପାରଦର୍ଶିତା ପ୍ରଦର୍ଶନ କରିସାରିଛନ୍ତି । ଯାହାକୁ ଦର୍ଶକ ମାନେ ବହୁତ ଭଲ ପାଇଯାଇଛନ୍ତି । ତେବେ ସେ ବର୍ତ୍ତମାନ ଏକ ନୂତନ ଫିଲ୍ମ କରିବାକୁ ଯାଉଛନ୍ତି ଯେଉଁଥିରେ ତାଙ୍କ ବିପକ୍ଷ ରେ ରୋଲ କରୁଛନ୍ତି ରାଜେଶ । 

 

ତେବେ ଏହି ଫିଲ୍ମ ଟି ର ନାମ ‘ରାତି ସରି ସରି ଯାଉଛି ‘ ତେବେ ଏହି ଫିଲ୍ମ ରେ ତାଙ୍କର ମୁଖ୍ୟ ଅଭିନୟ ରେ ଆପଣ ଦେଖିବାକୁ ପାଇବେ ଯେ ଘରେ ନୂଆ ବାହାହୋଇଥିବା ରିୟା ତାଙ୍କ ସ୍ୱାମୀ ସହ ତାଙ୍କ ଶଶୁର ଘରେ କେମିତି ଅଛନ୍ତି । ଏହା ଆପଣ ସେହି ଫିଲ୍ମ ରେ ଦେଖିବାକୁ ପାଇବେ । ତେବେ ଆପଣ ରିୟା ଙ୍କୁ କେତେ ଭଲ ପାଆନ୍ତି ଆମ୍ଭକୁ କମେଣ୍ଟ କରି ଜଣାନ୍ତୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *