ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ସବୁ ସଙ୍କେତ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜିର ଅନୁଚିନ୍ତା ରେ ଆଲୋଚନା କରିବା ଖରାପ୍ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏମିତି କିଛି ସଂକେତ ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ହିନ୍ଦୁ ଙ୍କ ଶ୍ରେଷ୍ଟ୍ ଦେବ ଯାହାକୁ ଆମେ ଏ ସୃଷ୍ଟି ର ପାଳନ କର୍ତା ବୋଲି କହି ଥାଉ ଶ୍ରୀକୃଷ୍ଣ ଙ୍କୁ । ଯିଏ କହିଥିଲେ ମଣିଷ ର ଖରାପ୍ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏମିତି କିଛି ସଙ୍କେତ। ଯାହାକୁ ଆଗକୁ ଆସୁଥିବା ଖରାପ୍ ସମୟ ପୂର୍ବରୁ ସତର୍କ ହେଇଥିବା ନିହାତି ଆବଶ୍ୟକ । ଶ୍ରୀକୃଷ୍ଣ କହିଛନ୍ତି ଭଲ ଆଉ ଖରାପ୍ ସମୟ ଆମ ଚାରିପାଖ ରେ ରହି ଥାଏ । ସବୁବେଳେ ଭଗବାନ ଙ୍କୁ ସ୍ମରଣ କରିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେ ସଙ୍କେତ କଣ ରହିଛି ।

 

ପ୍ରଥମ ସଙ୍କେତ ହେଲା ତୁଳସୀ ଗଛ – ବାସ୍ତୁ ଶାସ୍ତ୍ର ଅନୁସାରେ ଖରାପ୍ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ସଙ୍କେତ ଦେଇ ଥାଏ । ଆମେ ହିନ୍ଦୁ ଧର୍ମ ରେ ତୁଳସୀ ଗଛ କୁ ପବିତ୍ର ବୋଲି ମାନି ଥାଉ । ତୁଳସୀ ଗଛ ସମସ୍ତଙ୍କ ଘରେ ଥାଏ କିନ୍ତୁ ଯଦି ତୁଳସୀ ଗଛ ଶୁଖି ଯାଉଚି ତେବେ ଜାଣନ୍ତୁ ଘର ପ୍ରତି ବିପଦ ଅଛି ।

 

ଦ୍ଵିତୀୟ ସଙ୍କେତ ଦ୍ଵାର ମୁହଁକୁ ଗୁମାତା ନସିବା – ଜଉ ଘରକୁ ବିପଦ ଆସିଥାଏ ସେହି ଘର ର ସାମ୍ନା କୁ ଗୋମାତା ଆସିଥାନ୍ତି କିନ୍ତୁ ଘର ର ଦ୍ଵାର କୁ ଅସି ନଥାନ୍ତି ।

 

ତୃତୀୟ ସଙ୍କେତ ଝାଡୁ ବାର ବାର ପଡ଼ିବା – ଘରେ ଅଳିଆ ସଫା ପାଇଁ ବ୍ୟବହାର କରୁଥିବା ଝାଡୁ ଯଦି ଆମେ ରଖିଥିବା ସ୍ଥାନ ରେ ବାର ବାର ପଡି ଯାଉଚି ତାହାଲେ ଏହା ଖରାପ୍ ସଙ୍କେତ ଦେଇ ଥାଏ ।

 

ଚତୁର୍ଥ ସଙ୍କେତ  – କ୍ଷୀର ଅବା ଦହି ଗଡେଇବା ବେଳେ ଯଦି ହାତରୁ ବାର ବାର କ୍ଷୀର କି ଦହି ତଳେ ତଳେ ପଡି ଯାଉଚି  ତାହାଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଖରାପ୍ ସଙ୍କେତ ଦେଇ ଥାଏ।

 

ପଞ୍ଚମ ସଙ୍କେତ – ଘର ର ଛାତ ଉପରେ ଯଦି ହତାଟ କୌଣସି ପକ୍ଷୀ ଆସି ପଡି ମାରି ଯାଉଛନ୍ତି ତେବେ ଏହା ଆପଣ ଙ୍କ ପାଇଁ ବହୁତ୍ ଖରାପ୍ ସଙ୍କେତ ଦେଇ ଥାଏ।

 

ଷଷ୍ଠ ସଙ୍କେତ – ଯେତେବେଳେ ଆପଣ ଭଗବାନ ଙ୍କୁ ପୂଜା କରିବାକୁ ଯାଉଛନ୍ତି ଯଦି ସେହି ସମୟ ରେ ହାତ ରୁ ପୂଜା ଥାଳି ଖସି ପଡିଲା ଭଗବାନ ଖରାପ୍ ସମୟ ଆସୁଥିବା ର ସଙ୍କେତ ଦେଇଥାନ୍ତି ।

 

ସପ୍ତମ ସଙ୍କେତ – ହତାଟ୍ ପରିବାର ଭିତରେ କିଛି ଝଗଡ଼ା ହେଲା ଘର ର ପୁରୁଷ ଛୁଟ କଥାକୁ ନେଇ ଖାଲି ରହିଯିବା ଏମିତି କିଛି ହେଲେ ଭଗବାନ ଙ୍କୁ ସ୍ମରଣ କରି ଶାନ୍ତ ହେଇ ଯାନ୍ତୁ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *